Jump to content

ନିଓମାଇସିନ

ଉଇକିପିଡ଼ିଆ‌ରୁ
(Neomycinରୁ ଲେଉଟି ଆସିଛି)
ନିଓମାଇସିନ
Clinical data
Trade namesNeo-rx, others
SynonymsNeomycin sulfate
AHFS/Drugs.comSystemic: monograph
Topical: monograph
Eye and ear: monograph
MedlinePlusa682274
Pregnancy
category
  • US: C/D
    Routes of
    administration
    Topical, by mouth
    Legal status
    Legal status
    Pharmacokinetic data
    BioavailabilityNone
    Protein bindingN/A
    MetabolismN/A
    Elimination half-life2 to 3 hours
    Identifiers
    • (2RS,3S,4S,5R)-5-Amino-2-(aminomethyl)-6-((2R,3S,4R,5S)-5-((1R,2R,5R,6R)-3,5-diamino-2-((2R,3S,4R,5S)-3-amino-6-(aminomethyl)-4,5-dihydroxytetrahydro-2H-pyran-2-yloxy)-6-hydroxycyclohexyloxy)-4-hydroxy-2-(hydroxymethyl)tetrahydrofuran-3-yloxy)tetrahydro-2H-pyran-3,4-diol
    ECHA InfoCard100.014.333 Edit this at Wikidata
    Chemical and physical data
    FormulaC23H46N6O13
    Molar mass୬୧୪.୬୫ g·mol−1
    3D model (JSmol)
    • O([C@H]3[C@H](O[C@@H]2O[C@H](CO)[C@@H](O[C@H]1O[C@@H](CN)[C@@H](O)[C@H](O)[C@H]1N)[C@H]2O)[C@@H](O)[C@H](N)C[C@@H]3N)[C@H]4O[C@@H]([C@@H](O)[C@H](O)[C@H]4N)CN
    • InChI=1S/C23H46N6O13/c24-2-7-13(32)15(34)10(28)21(37-7)40-18-6(27)1-5(26)12(31)20(18)42-23-17(36)19(9(4-30)39-23)41-22-11(29)16(35)14(33)8(3-25)38-22/h5-23,30-36H,1-4,24-29H2/t5-,6+,7+,8?,9+,10+,11-,12+,13+,14-,15+,16-,17+,18-,19+,20-,21+,22-,23-/m0/s1 ☒N
    • Key:PGBHMTALBVVCIT-DPNHOFNISA-N ☒N
      (verify)

    ନିଓମାଇସିନ ଏକ ଆଣ୍ଟିବାୟିଟିକ ଅଟେ ।[] ଏହା ଜୀବାଣୁ ଜନିତ ଚର୍ମ ସଂକ୍ରମଣର ଚିକିତ୍ସା କରିବା ପାଇଁ ବ୍ୟବ‌ହାର କରାଯାଏ ।[] ଅସ୍ତ୍ରୋପଚାର ପୂର୍ବରୁ ଅନ୍ତନଳୀକୁ ଜୀବାଣୁଶୁନ୍ୟ କରିବା ପାଇଁ ଏବଂ ହେପାଟିକ୍ ଏନସେଫାଲୋପାଥି ଚିକିତ୍ସା କରିବା ପାଇଁ ଏହା ପାଟିରେ ଦିଆଯାଏ ।[][] ଆଖି ଟୋପା ଭାବରେ ଏହା ନେତ୍ରାବରଣ ପ୍ରଦାହ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଏବଂ କାନ ଟୋପା ଭାବରେ ଏହା ବ‌ହିଃ କର୍ଣ୍ଣ ପ୍ରଦାହ ପାଇଁ ବ୍ୟବହୃତ ହୁଏ । []

    ଚର୍ମରେ ପ୍ରୟୋଗ କଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କଣ୍ଟାକ୍ଟ ଡର୍ମାଟାଇଟିସ୍ ହୋଇପାରେ ।[] ପାଟିରେ ଦିଆଯାଉଥିଲେ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା ଏବଂ ପେଟ ଯନ୍ତ୍ରଣା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଶ୍ରବଣ ସମସ୍ୟା, ସନ୍ତୁଳନ ସମସ୍ୟା, ବୃକ୍‌କ ସମସ୍ୟା ଏବଂ ବାତ ହୋଇପାରେ ।[] ଗର୍ଭାବସ୍ଥାରେ ଏହାକୁ ଚର୍ମରେ ଲଗାଇଲେ ସୁରକ୍ଷିତ କି ନୁହେଁ ତାହା ଅସ୍ପଷ୍ଟ ଥିବାବେଳେ ଏହାକୁ ପାଟିରେ ଗ୍ରହଣ କଲେ ଶିଶୁର କ୍ଷତି କରିପାରେ ।[][] ଏହା ଆମିନୋଗ୍ଲାଇକୋସାଇଡ୍ ଶ୍ରେଣୀର ଏକ ଔଷଧ ଅଟେ ।[]

    ନିଓମାଇସିନ ୧୯୪୯ ମସିହାରେ ଆବିଷ୍କୃତ ହୋଇଥିଲା ଏବଂ ୧୯୫୨ ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] କ୍ରିମ୍ ଆକାରରେ ଏହାର ପଲିମିକ୍ସିନ୍ ବି, ବାସିଟ୍ରାସିନ୍, କିମ୍ବା ହାଇଡ୍ରୋକର୍ଟିଜୋନ ମିଶ୍ରଣ କାଉଣ୍ଟର ଉପରେ ଉପଲବ୍ଧ ଅଟେ ।[] ଯୁକ୍ତରାଷ୍ଟ୍ରରେ ୫୦୦ ମିଗ୍ରା ୧୦୦ ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୮୬ ଡଲାର ଥିଲା ।[] ଯୁକ୍ତରାଜ୍ୟରେ ବାହ୍ୟ ପ୍ରୟୋଗ ସାମଗ୍ରୀ ସାଧାରଣତଃ ଶସ୍ତା ଅଟେ ।[]

    1. 1 2 3 4 5 6 "Neomycin (Topical) Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 12 November 2021.
    2. 1 2 3 BNF 81: March-September 2021. BMJ Group and the Pharmaceutical Press. 2021. p. 547. ISBN 978-0857114105.
    3. 1 2 3 4 "Neomycin (Systemic) Monograph for Professionals". Drugs.com (in ଇଂରାଜୀ). Archived from the original on 29 April 2021. Retrieved 13 November 2021.
    4. "Neomycin (EENT) Monograph for Professionals". Drugs.com (in ଇଂରାଜୀ). Archived from the original on 28 January 2021. Retrieved 13 November 2021.
    5. Ricci, Alfredo (25 June 2008). Amino Group Chemistry: From Synthesis to the Life Sciences (in ଇଂରାଜୀ). John Wiley & Sons. p. 306. ISBN 978-3-527-62127-9. Archived from the original on 13 November 2021. Retrieved 13 November 2021.
    6. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 507. ISBN 9783527607495. Archived from the original on 2020-08-01. Retrieved 2020-05-25. {{cite book}}: Unknown parameter |name-list-format= ignored (|name-list-style= suggested) (help)
    7. "Neomycin Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 29 April 2021. Retrieved 13 November 2021.