Jump to content

ନିଗ୍ରୋ ଜନି

ଉଇକିପିଡ଼ିଆ‌ରୁ
(Negro Johnnyରୁ ଲେଉଟି ଆସିଛି)
ଜନି
ଫାଇଲ:Negro-Johnny-pic.jpg
ଜନ୍ମ ଓ ଜନ୍ମସ୍ଥାନଜନି
(1959-12-22)୨୨ ଡିସେମ୍ବର ୧୯୫୯
ମୃତ୍ୟୁ୩୦ ସେପ୍ଟେମ୍ବର ୨୦୦୭(2007-09-30) (ବୟସ ୪୭)[]
ଛଦ୍ମନାମନିଗ୍ରୋ ଜନି
ବୃତ୍ତି
  • ଅଭିନେତା (ଷ୍ଟଣ୍ଟ କଳାକାର)
  • ନିର୍ଦ୍ଦେଶକ
ଭାଷାକନ୍ନଡ଼
ଜାତୀୟତାଭାରତ

ଜନି ଜଣେ ଭାରତୀୟ ଅଭିନେତା, ଷ୍ଟଣ୍ଟ କୋର୍ଡ଼ିନେଟର୍ ଥିଲେ । ସେ ମୁଖ୍ୟତଃ କନ୍ନଡ଼ ଭାଷାରେ କଥାଚିତ୍ରରେ କାମ କରିଥିଲେ ଏବଂ ନିଗ୍ରୋ ଜନି ଭାବରେ ଜଣାଶୁଣା । ସମ୍ୟୁକ୍ତା (୧୯୮୮), ଗଜପତି ଗର୍ଭଭଙ୍ଗା (୧୯୮୯) ଏବଂ ଏସ୍‌ପି ସଙ୍ଗଲିୟାନା ୨ (୧୯୯୦) ଭଳି ଜଣାଶୁଣା କଥାଚିତ୍ରରେ ସେ କାମ କରିଛନ୍ତି ।

ଜୀବନୀ ଓ ପେଷା

[ସମ୍ପାଦନା]

ସେ ଏକ ଖ୍ରୀଷ୍ଟିଆନ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଜନ୍ମ ସମୟରେ ତାଙ୍କ ନାମ ଥିଲା ଲେଜର । କଥାଚିତ୍ରରେ, ସେ ତାଙ୍କ ନାମ ନିଗ୍ରୋ ଜନିକୁ ପରିବର୍ତ୍ତନ କରିଥିଲେ । ସେ ୩୦୦ରୁ ଅଧିକ କନ୍ନଡ଼, ମାଲାୟଲମ, ତେଲୁଗୁ ଓ ତାମିଲ କଥାଚିତ୍ରରେ କାମ କରିଥିଲେ ।[]

ବଛାବଛା କଥାଚିତ୍ର

[ସମ୍ପାଦନା]
  • ନୀ ନା ଗେଲ୍ଲାଲାରେ (୧୯୮୧)
  • ପ୍ରେମା ମାଷ୍ଟର[] (୧୯୮୨)
  • ସିଲ୍କ ସିଲ୍କ ସିଲ୍କ (୧୯୮୩; ତାମିଲ)
  • ଟାଇଗର୍ (୧୯୮୬)
  • ଦିଗ୍‌ବିଜୟ (୧୯୮୭)
  • ବେଦି (୧୯୮୭)
  • ଭାରତ (୧୯୮୮)
  • ଇନ୍ସପେକ୍ଟର ବିକ୍ରମ (୧୯୮୯)
  • ପରଶୁରାମ (୧୯୮୯)
  • ପ୍ରତାପ (୧୯୯୦)
  • କଳିଯୁଗ ଭୀମ (୧୯୯୧)
  • ଗଗନ (୧୯୮୯)
  • ସୁନ୍ଦର କାଣ୍ଡ (୧୯୯୧)
  • ଥୂଗୁବେ କ୍ରିଷ୍ଣନା (୧୯୯୪)
  • ବମ୍ବାଟ ରାଜା ବନ୍ଦାଳ ରାନୀ (୧୯୯୫)
  • ସ୍ୱସ୍ତିକ (୧୯୯୯)
  • ଶାପ (୨୦୦୧)
  1. 1 2 "Actor Johnny passes away". The Hindu. September 29, 2016. Archived from the original on June 9, 2018. Retrieved September 29, 2016.
  2. "Prema Mathsara (1982) Kannada movie: Cast & Crew". chiloka.com. Retrieved 2024-01-09.

ବାହାର ଲିଙ୍କ୍

[ସମ୍ପାଦନା]