Jump to content

ନୀଲ ମୋଟୱାନୀ

ଉଇକିପିଡ଼ିଆ‌ରୁ
(Neel Motwaniରୁ ଲେଉଟି ଆସିଛି)
ନୀଲ ମୋଟୱାନୀ
ଜନ୍ମ୩୧ ଜାନୁଆରୀ
ଜାତୀୟତା India
ବୃତ୍ତି(ସମୂହ)ଅଭିନେତା, ମଡେଲ୍
ସକ୍ରିୟ ବର୍ଷ୨୦୧୩–ଏବେଯାଏଁ
ପ୍ରସିଦ୍ଧିୱାରିସ
ୟେ ହୈ ମୋହବତେଁ

ନୀଲ ମୋଟୱାନୀ ଜଣେ ଭାରତୀୟ ଅଭିନେତା ଓ ମଡେଲ୍ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରନ୍ତି । ୟେ ହୈ ମୋହବତେଁରେ ତାଙ୍କ ଅଭିନୀତ ଚରିତ୍ର ଆଡ଼ଭୋକେଟ ନୀଲ ପାଠକ ଏବଂ ୱାରିସରେ ତାଙ୍କ ଅଭିନୀତ ଚରିତ୍ର ରାଜ ବାଜୱା ପାଇଁ ସେ ଜଣାଶୁଣା ।[][][][][]

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ ଭୂମିକା ମନ୍ତବ୍ୟ ଆଧାର
୨୦୧୨ ସି.ଆ.ଡି. ରମଣ ଅଧ୍ୟାୟ ୮୨୦
୨୦୧୩ ହର୍ଷ ଅଧ୍ୟାୟ ୯୨୧
ବଡ଼େ ଅଚ୍ଛେ ଲଗତେ ହେଁ ଦଲଜୀତ କପୁର
୨୦୧୪-୨୦୧୫ ୟେ ହୈ ମୋହବତେଁ ଆଡ଼ଭୋକେଟ ନୀଲ ପାଠଖ କ୍ୟାମିଓ
କୁମକୁମ ଭାଗ୍ୟ କର୍ପୋରେଟର ନୀଲ ଠାକୁର
୨୦୧୪ ମେରି ଆଶିକୀ ତୁମ୍‌ସେ ହି ପ୍ରଣବ କ୍ୟାମିଓ
ବେଇନ୍‌ତେହା ବିଲାଲ ରହିମ କୁରେଶୀ
୨୦୧୫ ଉଫ୍! ୟେ ନାଦାନିୟାଁ ଧନଞ୍ଜୟ
ଆହାଟ ଅମନ ଅଧ୍ୟାୟ ୬ ଓ ୫୬
୨୦୧୬-୨୦୧୭ ବହୂ ହମାରି ରଜନୀ କାନ୍ତ ଦେବ/ଦେବେନ୍ଦ୍ର ବାଙ୍ଗୁଡ଼ୁ ସହକାରୀ ଚରିତ୍ର
୨୦୧୭ ବାରିସ ରାଜବୀର ବାଜୱା ମୁଖ୍ୟ ନାୟକ
୨୦୧୮ କୁଣ୍ଡଳୀ ଭାଗ୍ୟ କର୍ପୋରେଟର ନୀଲ ଠାକୁର ଅତିଥି କଳାକାର
୨୦୧୯ ପରମାବତାର ଶ୍ରୀକୃଷ୍ଣା ସୂର୍ଯ୍ୟପୁତ୍ର କର୍ଣ୍ଣ
ତେରା କ୍ୟା ହୋଗା ଆଲିଆ କୁନାଲ ଆହୁଜା
୨୦୨୦ ହୈୱାଁ ଅଶ୍ୱତ୍ଥାମା
ବ୍ରହ୍ମରାକ୍ଷସ ୨ ମଦନ
୨୦୨୩ ବେକାବୁ ବିଜୟ କ୍ୟାମିଓ
ସପ୍ନୋଁ କୀ ଛଲାଙ୍ଗ ହ୍ରିତିକ

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ଆଧାର
୨୦୧୪ ମେଁ ତେରା ହିରୋନୀଲ
୨୦୧୯ ଦୋସ୍ତି କେ ସାଇଡ୍ ଇଫେକ୍ଟସ୍ ମାନବୀର []
  1. "Neel Motwani in Life OKs next?". India Today. 2015-09-24. Retrieved 2018-07-21.
  2. "City Celebrity : Stop asking for money from parents, advises young actor Neil Motwani". Nagpur Today. Retrieved 2018-07-21.
  3. "Neel Motwani celebrates his birthday with Ahmedabad Express!". UrbanAsian. 2016-02-01. Retrieved 2018-07-21.
  4. Siddharth Dhongle (2015-08-20). "Kanisha Malhotra and Neel Motwani to enter CID!". Bollywood Helpline. Retrieved 2018-07-21.
  5. "Hindi Movie Actor Neel Motwani | Nettv4u". nettv4u. Retrieved 2018-07-21.
  6. "Teaser Out Now For Bigg Boss Sensation Sapna Choudhary's Debut Film Dosti Ke Side Effects!". Business Of Cinema. BusinessOfCinema. 2018-12-04. Retrieved 2019-01-11.