ନେଦୁମାନଗଡ଼

ଉଇକିପିଡ଼ିଆ‌ରୁ
(Nedumangadରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Nedumangad
നെടുമങ്ങാട്
NDD
Town
ଦେଶIndia
ରାଜ୍ୟKerala
ଜିଲ୍ଲାThiruvananthapuram
Government
 • Bodymunicipality
Area
 • ସମୁଦାୟ32.52 km2 (12.56 sq mi)
Elevation
68 m (223 ft)
Population
 (2011)[୧]
 • Total୬୦,୧୬୧
 • Density1,800/km2 (4,800/sq mi)
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣKL-21
Websitehttp://www.nedumangadmunicipality.in/

ନେଦୁମାନଗଡ଼ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା କେରଳର ଥିରୁବନନ୍ଥପୁରମ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ନେଦୁମାନଗଡ଼ ୮.୬୦୨୭ ଉତ୍ତର ଅକ୍ଷାଂଶ ଓ ୭୭.୦୦୧୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୨୩ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନେଦୁମାନଗଡ଼ ସହରର ମୋଟ ଜନସଂଖ୍ୟା ୫୬୧୩୮ ଅଟେ ।[୩] ସେଥି ମଧ୍ୟରୁ ୪୮.୫୩% ଜଣ ପରୁଷ ହୋଇଥିବା ବେଳେ ୫୧.୪୭% ଜଣ ନାରୀ ଅଟନ୍ତି । ନେଦୁମାନଗଡ଼ର ସାକ୍ଷରତା ହାର ୭୯.୭୪% ଅଟେ । ଏହା ଜାତୀୟ ହାରଠାରୁ ୧୪.୯୦% ପ୍ରତିଶତ କମ ଅଟେ । ସେଥିରୁ ୪୦.୨୧% ପ୍ରତିଶତ ପୁରୁଷ ଓ ୩୯.୫୪% ନାରୀ ଅଟନ୍ତି । ୧୧.୦୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ମାଲୟଲାମ ନେଦୁମାନଗଡ଼ର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]