ନାଭାଲଗଣ୍ଡ

ଉଇକିପିଡ଼ିଆ‌ରୁ
(Navalgundରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Navalgunda
ನವಲಗುಂದ
Navilagunda
city
Nickname: 
NVL
Country India
StateKarnataka
DistrictDharwad
Elevation
578 m (1,896 ft)
Population
 (2011)[୧]
 • Total୨୪,୬୧୩
Time zoneUTC+5:30 (IST)
Telephone code08380
ଯାନବାହାନ ପଞ୍ଚୀକରଣKA-25,KA-63

ନାଭାଲଗଣ୍ଡ ଏକ ଭାରତୀୟ ସହର ପଞ୍ଚାୟତ (Town Panchayat) ଅଟେ । ଏହା କର୍ଣ୍ଣାଟକର ଧର୍ୱଦ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ନାଭାଲଗଣ୍ଡ ୧୫.୫୫୮୮ ଉତ୍ତର ଅକ୍ଷାଂଶ ଓ ୭୫.୩୫୩୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୯୫୫ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାଭାଲଗଣ୍ଡ ସହରର ମୋଟ ଜନସଂଖ୍ୟା ୨୨୨୦୦ ଅଟେ ।[୩] ସେଥି ମଧ୍ୟରୁ ୫୧.୧୧% ଜଣ ପରୁଷ ହୋଇଥିବା ବେଳେ ୪୮.୮୯% ଜଣ ନାରୀ ଅଟନ୍ତି । ନାଭାଲଗଣ୍ଡର ସାକ୍ଷରତା ହାର ୫୯.୩୮% ଅଟେ । ଏହା ଜାତୀୟ ହାରଠାରୁ ୫.୪୬% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୪.୭୨% ପ୍ରତିଶତ ପୁରୁଷ ଓ ୨୪.୬୬% ନାରୀ ଅଟନ୍ତି । ୧୪.୦୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

କନ୍ନଡ ନାଭାଲଗଣ୍ଡର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]