ନଉତନୱା

ଉଇକିପିଡ଼ିଆ ରୁ
(Nautanwa ରୁ ଲେଉଟି ଆସିଛି)
Jump to navigation Jump to search
Nautanwa
नौतनवां
NTW
Town
Nautanwa is located in Uttar Pradesh
Nautanwa
Nautanwa
Location in Uttar Pradesh, India
ଅବସ୍ଥିତି: 27°26′N 83°25′E / 27.43°N 83.42°E / 27.43; 83.42Coordinates: 27°26′N 83°25′E / 27.43°N 83.42°E / 27.43; 83.42
Country India
StateUttar Pradesh
DistrictMaharajganj
ସରକାର
 • ପ୍ରକାରMunicipal Governance
ଉଚ୍ଚତା89 m (292 ft)
ଜନସଂଖ୍ୟା (2011)[୧]
 • ମୋଟ୩୩
IST (UTC+5:30)
ପିନ କୋଡ଼273164
Telephone code+91-05522
ଗାଡ଼ି ପଞ୍ଜିକରଣUP 56


ନଉତନୱା ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ମହରଜ୍ଗଞ୍ଜ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ନଉତନୱା ୨୭.୪୨୭୫ ଉତ୍ତର ଅକ୍ଷାଂଶ ଓ ୮୩.୪୧୭୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୮୮ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନଉତନୱା ସହରର ମୋଟ ଜନସଂଖ୍ୟା ୨୯୨୫୯ ଅଟେ ।[୩] ସେଥି ମଧ୍ୟରୁ ୫୨.୧୧% ଜଣ ପରୁଷ ହୋଇଥିବା ବେଳେ ୪୭.୮୯% ଜଣ ନାରୀ ଅଟନ୍ତି । ନଉତନୱାର ସାକ୍ଷରତା ହାର ୬୧.୬୨% ଅଟେ । ଏହା ଜାତୀୟ ହାର ଠାରୁ ୩.୨୨% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୬.୭୮% ପ୍ରତିଶତ ପୁରୁଷ ଓ ୨୪.୮୪% ନାରୀ ଅଟନ୍ତି । ୧୬.୮୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ହିନ୍ଦୀ ନଉତନୱାର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]