ନଟବର ବଞ୍ଛୋର

ଉଇକିପିଡ଼ିଆ‌ରୁ
(Natabar Banchhorରୁ ଲେଉଟି ଆସିଛି)
ନଟବର ବଞ୍ଛୋର
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପର ଅଧିକାରୀସରସ୍ୱତୀ ପ୍ରଧାନ
ନିର୍ବାଚନ ମଣ୍ଡଳୀଭଟଲୀ
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୧୬ ଅକ୍ଟୋବର ୧୯୮୭(୧୯୮୭-୧୦-୧୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ କମ୍ୟୁନିଷ୍ଟ ପାର୍ଟି
ଜୀବନ ସାଥୀସତ୍ୟଭାମା ବଞ୍ଛୋର
ବାପା/ବୋଉମୋହନ ବଞ୍ଛୋର (ବାପା)
ବୃତ୍ତିରାଜନୀତିଜ୍ଞ

ନଟବର ବଞ୍ଛୋର (ମୃତ୍ୟୁ: ୧୬ ଅକ୍ଟୋବର ୧୯୮୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭଟଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ନଟବର ବଞ୍ଛୋରଙ୍କ ବାପାଙ୍କ ନାମ ମୋହନ ବଞ୍ଛୋର ଓ ତାଙ୍କ ପତ୍ନୀଙ୍କ ନାମ ସତ୍ୟଭାମା ବଞ୍ଛୋର ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ନଟବର ବଞ୍ଛୋର ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ନଟବର ବଞ୍ଛୋର ୧୯୮୭ ମସିହାର ଅକ୍ଟୋବର ୧୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Natabar Banchhor". odishaassembly.nic.in. Odisha Assembly. Retrieved 2 August 2021.