ନାର୍ୱାନା

ଉଇକିପିଡ଼ିଆ ରୁ
(Narwana ରୁ ଲେଉଟି ଆସିଛି)
Jump to navigation Jump to search
Narwana
Narwana
City
ଅନ୍ୟନାମ: NRW.
Narwana is located in Haryana
Narwana
Narwana
Location in Haryana, India
ଅବସ୍ଥିତି: 29°37′00″N 76°06′42″E / 29.616667°N 76.1116667°E / 29.616667; 76.1116667Coordinates: 29°37′00″N 76°06′42″E / 29.616667°N 76.1116667°E / 29.616667; 76.1116667
Country India
StateHaryana
DistrictJind
ଉଚ୍ଚତା225.16 m (738.71 ft)
ଜନସଂଖ୍ୟା (2011)
 • ମୋଟ୬୨
Languages spoken
 • ----English, Haryanvi and Hindi
IST (UTC+5:30)
ପିନ କୋଡ଼126116
Telephone code+91-01684-XXXXXX
ଗାଡ଼ି ପଞ୍ଜିକରଣHR-32


ନାର୍ୱାନା ଏକ ଭାରତୀୟ ପୌର କମିଟି (Municipal Committee) ଅଟେ । ଏହା ହରିଆଣାର ଜିନ୍ଦ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ନାର୍ୱାନା ୨୯.୫୯୪୯ ଉତ୍ତର ଅକ୍ଷାଂଶ ଓ ୭୬.୧୧୮୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାର୍ୱାନା ସହରର ମୋଟ ଜନସଂଖ୍ୟା ୫୦୬୫୯ ଅଟେ ।[୨] ସେଥି ମଧ୍ୟରୁ ୫୩.୭୩% ଜଣ ପରୁଷ ହୋଇଥିବା ବେଳେ ୪୬.୨୭% ଜଣ ନାରୀ ଅଟନ୍ତି । ନାର୍ୱାନାର ସାକ୍ଷରତା ହାର ୬୨.୯୯% ଅଟେ । ଏହା ଜାତୀୟ ହାର ଠାରୁ ୧.୮୫% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୭.୭୯% ପ୍ରତିଶତ ପୁରୁଷ ଓ ୨୫.୨୦% ନାରୀ ଅଟନ୍ତି । ୧୪.୦୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ନାର୍ୱାନାର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]