ନରେଶ ମହାସ୍କେ
ଦେଖଣା
(Naresh Mhaskeରୁ ଲେଉଟି ଆସିଛି)
ନରେଶ ମହାସ୍କେ | |
|---|---|
नरेश गणपत म्हस्के | |
| ସାଂସଦ: ୧୮ଶ ଲୋକ ସଭା | |
| Assumed office ୪ ଜୁନ ୨୦୨୪ | |
| ପୂର୍ବ ଅଧିକାରୀ | ରାଜନ ବିଚାରେ |
| ନିର୍ବାଚନ ମଣ୍ଡଳୀ | ଠାଣେ |
| ମେୟର: ଠାଣେ ମହାନଗର ନିଗମ | |
| କାର୍ଯ୍ୟକାଳ ନଭେମ୍ବର ୨୦୧୯ – ମାର୍ଚ୍ଚ ୨୦୨୨ | |
| ପୂର୍ବ ଅଧିକାରୀ | ମୀନାକ୍ଷୀ ସିନ୍ଧେ |
| ବ୍ୟକ୍ତିଗତ ସବିଶେଷ | |
| ଜାତୀୟତା | |
| ରାଜନୀତିକ ଦଳ | ଶିବ ସେନା |
| ଘର | ଠାଣେ |
ନରେଶ ମହାସ୍କେ ଜଣେ ଭାରତୀୟ ରାଜନେତା । ସେ ଶିବ ସେନାର ରାଜନେତା ଭାବରେ ରାଜନୀତିରେ ସକ୍ରିୟ ଅଛନ୍ତି । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ମୁମ୍ବାଇର ଠାଣେ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଠାଣେ ମହାନଗର ନିଗମର ମେୟର ଭାବରେ ସେ କାମ କରିଛନ୍ତି ।[୧][୨]
ପଦବୀ
[ସମ୍ପାଦନା]- ୨୦୧୨: ଠାଣେ ମହାନଗର ନିଗମର କର୍ପୋରେଟର୍ ଭାବରେ ନିର୍ବାଚିତ[୩][୪]
- ୨୦୧୭: ଠାଣେ ମହାନଗର ନିଗମର କର୍ପୋରେଟର୍ ଭାବରେ ପୁନଃ-ନିର୍ବାଚିତ[୫]
- ୨୦୧୯: ଠାଣେ ମହାନଗର ନିଗମର ମେୟର ଭାବରେ ନିର୍ବାଚିତ
- ୨୦୨୪: ଠାଣେ ଲୋକ ସଭା ନିର୍ବାଚନ ମଣ୍ଡଳୀର ସାଂସଦ ଭାବରେ ନିର୍ବାଚିତ
ଆଧାର
[ସମ୍ପାଦନା]- ↑ "ठाण्याच्या महापौरपदी शिवसेनेचे नरेश म्हस्के" (in ମରାଠୀ). 21 November 2019.
- ↑ "Shiv Sena's Naresh Mhaske is new Thane mayor".
- ↑ "ठाणे महानगरपालिका निवडून आलेले सदस्य - 2012".
- ↑ India Today (13 July 2024). "Ex-local body heads | High jumpers" (in ଇଂରାଜୀ). Archived from the original on 31 July 2024. Retrieved 31 July 2024.
- ↑ "ठाणे महानगरपालिका निवडून आलेले सदस्य - 2017".