ନାରସାରାଓପେଟ୍

ଉଇକିପିଡ଼ିଆ ରୁ
(Narasaraopet ରୁ ଲେଉଟି ଆସିଛି)
Jump to navigation Jump to search
Narasaraopet
నరసరావుపేట
City
Narasaraopet is located in Andhra Pradesh
Narasaraopet
Narasaraopet
Location in Andhra Pradesh, India
ଅବସ୍ଥିତି: 16°15′N 80°04′E / 16.25°N 80.07°E / 16.25; 80.07Coordinates: 16°15′N 80°04′E / 16.25°N 80.07°E / 16.25; 80.07
CountryIndia
StateAndhra Pradesh
DistrictGuntur
କ୍ଷେତ୍ରଫଳ [୧]
 • City km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres)
ଉଚ୍ଚତା55 m (180 ft)
ଜନସଂଖ୍ୟା (2011)[୨]
 • City୧,୧୬,୨୫୦
 • କ୍ରମାଙ୍କ30th
 • ଘନତା/km2 (39,000/sq mi)
 • ମହାନଗର[୩]୧,୧୭,୪୮୯
Languages
 • OfficialTelugu
IST (UTC+5:30)
ପିନ କୋଡ଼522601, 522602
Telephone code+91–8647
ୱେବସାଇଟNarasaraopet Municipality


ନାରସାରାଓପେଟ୍ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଗୁନ୍ତୁର୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ନାରସାରାଓପେଟ୍ ୧୬.୨୩୪୭ ଉତ୍ତର ଅକ୍ଷାଂଶ ଓ ୮୦.୦୪୭୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୯୩ ଫୁଟ ଉଚ୍ଚତାରେ ରହିଛି ।[୪]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାରସାରାଓପେଟ୍ ସହରର ମୋଟ ଜନସଂଖ୍ୟା ୯୫୦୦୨ ଅଟେ ।[୫] ସେଥି ମଧ୍ୟରୁ ୫୦.୪୫% ଜଣ ପରୁଷ ହୋଇଥିବା ବେଳେ ୪୯.୫୫% ଜଣ ନାରୀ ଅଟନ୍ତି । ନାରସାରାଓପେଟ୍ର ସାକ୍ଷରତା ହାର ୬୪.୫୦% ଅଟେ । ଏହା ଜାତୀୟ ହାର ଠାରୁ ୦.୩୪% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୬.୧୨% ପ୍ରତିଶତ ପୁରୁଷ ଓ ୨୮.୩୭% ନାରୀ ଅଟନ୍ତି । ୧୧.୦୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୫]

ଭାଷା[ସମ୍ପାଦନା]

ତେଲୁଗୁ ନାରସାରାଓପେଟ୍ର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Basic Information of Municipality". Municipal Administration & Urban Development Department. Government of Andhra Pradesh. Retrieved 20 June 2015.
  2. "Andhra Pradesh (India): Districts, Cities, Towns and Outgrowth Wards - Population Statistics in Maps and Charts". citypopulation.de.
  3. "District Census Handbook - Guntur" (PDF). Census of India. p. 14,46. Retrieved 18 January 2015.
  4. "Directory of Cities, Towns, and Regions in India". Retrieved 27 September 2015.
  5. ୫.୦ ୫.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]