ନନ୍ଦିନୀ ଆଇ ଲଭ୍ ୟୁ

ଉଇକିପିଡ଼ିଆ‌ରୁ
(Nandini I Love Youରୁ ଲେଉଟି ଆସିଛି)
ନନ୍ଦିନୀ ଆଇ ଲଭ୍ ୟୁ
ନିର୍ଦ୍ଦେଶକଅଶୋକ ପତି
ପ୍ରଯୋଜକଅନାମ ଚରଣ ସାହୁ
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟଅଶୋକ ପତି
କାହାଣୀଅଶୋକ ପତି
କଳାକାରବୁଦ୍ଧାଦିତ୍ୟ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, କ୍ରୀଷା, ଅନିତା ଦାସ, ଅଜିତ ଦାସ, ବବି ମିଶ୍ର, ସ୍ନିଗ୍ଧା ମହାନ୍ତି, ପିଣ୍ଟୁ ନନ୍ଦ
ସଙ୍ଗୀତପ୍ରଶାନ୍ତ ପାଢ଼ୀ
ଚିତ୍ରଗ୍ରହଣସୀତାଂଶୁ ମହାପାତ୍ର
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୨୦୦୮
ଦେଶ ଭାରତ
ଭାଷାଓଡ଼ିଆ

ନନ୍ଦିନୀ ଆଇ ଲଭ୍ ୟୁ, ୨୦୦୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅନାମ ଚରଣ ସାହୁ । ଅନାମ ଏହି ଚଳଚ୍ଚିତ୍ର ଜରିଆରେ ପ୍ରଥମ ଥର ପାଇଁ ଓଡ଼ିଆ କଥାଚିତ୍ର ଜଗତରେ ପ୍ରଯୋଜନା ଆରମ୍ଭ କରିଥିଲ ।[୨] ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅଶୋକ ପତି ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବୁଦ୍ଧାଦିତ୍ୟ ମହାନ୍ତି, କ୍ରୀଷା ଏବଂ ସିଦ୍ଧାନ୍ତ ମହାପାତ୍ର ।[୪][୫] ଅନିତା ଦାସ, ଅଜିତ ଦାସ, ବବି ମିଶ୍ର, ସ୍ନିଗ୍ଧା ମହାନ୍ତି, ପିଣ୍ଟୁ ନନ୍ଦ, ମାମୁନି ମିଶ୍ର, ବେଦୁ ବ୍ରହ୍ମା, ରୋଜା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ପାଢ଼ୀ । ବସନ୍ତରାଜ ସାମଲ, ଦେବଦାସ ଛୋଟରାୟ, ନିର୍ମଳ ନାୟକ, ପ୍ରଶାନ୍ତ ପାଢ଼ୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ବିଭୁ କିଶୋର, ତପୁ ମିଶ୍ର, ଅରବିନ୍ଦ ଷଡ଼ଙ୍ଗୀ, ଶୈଳଭାମା ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ହାତ କାଟି ରକତରେ ଲେଖିଦେଲି ମୁଁ" 
2."ତୋ ପରି ପ୍ରେମିକା ତୋ ପରି ପାଗଳା" 
3."ପ୍ରେମ ଏକ ଦିଗ ହଜା" 
4."ଭାଗ୍ୟ ଓମ୍ କାର" 

ଆଧାର[ସମ୍ପାଦନା]

  1. "ରିଲିଜ୍‌ ଅପେକ୍ଷାରେ 'ନନ୍ଦିନୀ ଆଇ ଲଭ୍‌ ୟୁ'". Odisha.com. 2 July 2008. Retrieved 9 January 2018.
  2. "ଅନାମଙ୍କ ଲକ୍ଷ୍ୟ". ସମାଜ. 28 March 2017. Retrieved 9 January 2018.[permanent dead link]
  3. ଆଧାର ଭୁଲ: ଅଚଳ <ref> ଚିହ୍ନ; Buddhadity ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  4. "ଏ ଦୁଇ ଓଲିଉଡ୍‌ ନାୟକ କେବେ ଭାଇ ତ କେବେ ପ୍ରତିଦ୍ୱନ୍ଦ୍ୱୀ!". sambad.in. 4 June 2017. Retrieved 9 January 2018.
  5. "ଏ ଦୁଇ ଓଲିଉଡ୍‌ ନାୟକଙ୍କୁ ପୁଣି ଏକାଠି ଦେଖିବାକୁ ମିଳିବ କେବେ ?". sambad.in. 27 November 2017. Retrieved 9 January 2018.
  6. "ଏହି ଫିଲ୍ମରେ ଖଳନାୟକ ସାଜିଥିଲେ ବୁଦ୍ଧାଦିତ୍ୟ". ସମ୍ବାଦ. 10 August 2017. Retrieved 9 January 2018.
  7. "ବୁଦ୍ଧାଦିତ୍ୟଙ୍କ 'ଆସ୍ତିକ ନାସ୍ତିକ'". ନିର୍ଭୟ. 4 July 2022. p. 10. Archived from the original on 27 October 2022. Retrieved 27 October 2022.

ବାହାର ଆଧାର[ସମ୍ପାଦନା]