ନାମଦେଓ କିର୍ସାନ
ଦେଖଣା
(Namdeo Kirsanରୁ ଲେଉଟି ଆସିଛି)
ନାମଦେଓ କିର୍ସାନ | |
|---|---|
| ସାଂସଦ: ୧୮ଶ ଲୋକ ସଭା | |
| Assumed office ୪ ଜୁନ ୨୦୨୪ | |
| ପୂର୍ବ ଅଧିକାରୀ | ଅଶୋକ ନେତେ |
| ନିର୍ବାଚନ ମଣ୍ଡଳୀ | ଗଦଚିରୋଲି-ଚିମୁର |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୨୪ ମଇ ୧୯୫୮ ଗୋବିନ୍ଦପୁର |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
| ଜୀବନ ସାଥୀ | ନଳିନୀ ନାମଦେଓ କିର୍ସାନ |
| ବାପା/ବୋଉ | ଦାସରାମ କିର୍ସାନ, ଯଶୋଦା ବାଇ |
ନାମଦେଓ କିର୍ସାନ ଜଣେ ଭାରତୀୟ ରାଜନେତା । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ମହାରାଷ୍ଟ୍ରର ଗଦିଚିରୋଲି ଚିମୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ସେ ବିଭିନ୍ନ ବିଭାଗରେ ସ୍ନାତକ କରିଛନ୍ତି ।[୨][୩]
ଆଧାର
[ସମ୍ପାଦନା]- ↑ "Election Commission of India". results.eci.gov.in. Election Commission of India. Retrieved 5 June 2024.
- ↑ India Today (13 July 2024). "Ex-administrators | From desk to dais" (in ଇଂରାଜୀ). Archived from the original on 27 July 2024. Retrieved 27 July 2024.
- ↑ The Indian Express (16 April 2024). "On Naxal turf, Congressman with PhD in Gandhian thoughts takes on Gadchiroli-Chimur BJP MP" (in ଇଂରାଜୀ). Retrieved 29 October 2024.