ନାକୋଦାର୍

ଉଇକିପିଡ଼ିଆ ରୁ
(Nakodar ରୁ ଲେଉଟି ଆସିଛି)
Jump to navigation Jump to search
Tomb of Mohammad Momin and Haji Jamal, 01
Nakodar
city
Punjab
Nakodar
Nakodar
Location in Punjab, India
ଅବସ୍ଥିତି: 31°08′N 75°28′E / 31.13°N 75.47°E / 31.13; 75.47Coordinates: 31°08′N 75°28′E / 31.13°N 75.47°E / 31.13; 75.47
ଦେଶ India
ରାଜ୍ୟPunjab
ଜିଲ୍ଲାJalandhar
ଜନସଂଖ୍ୟା (2001)
 • ମୋଟ୩୧,୪୨୨
ଭାଷା
 • ସରକାରୀPunjabi
IST (UTC+5:30)
ୱେବସାଇଟjalandhar.nic.in/html/cities towns nakodar.htm

ନାକୋଦାର୍ ଏକ ଭାରତୀୟ ପୌରପାଳିକା (Municipal Council) ଅଟେ । ଏହା ପଞ୍ଜାବର ଜଲନ୍ଧର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ନାକୋଦାର୍ ୩୧.୧୨୫୯ ଉତ୍ତର ଅକ୍ଷାଂଶ ଓ ୭୫.୪୭୫୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାକୋଦାର୍ ସହରର ମୋଟ ଜନସଂଖ୍ୟା ୩୧୪୨୨ ଅଟେ ।[୨] ସେଥି ମଧ୍ୟରୁ ୫୨.୭୮% ଜଣ ପରୁଷ ହୋଇଥିବା ବେଳେ ୪୭.୨୨% ଜଣ ନାରୀ ଅଟନ୍ତି । ନାକୋଦାର୍ର ସାକ୍ଷରତା ହାର ୭୩.୨୬% ଅଟେ । ଏହା ଜାତୀୟ ହାର ଠାରୁ ୮.୪୨% ପ୍ରତିଶତ କମ ଅଟେ । ସେଥିରୁ ୪୦.୫୫% ପ୍ରତିଶତ ପୁରୁଷ ଓ ୩୨.୭୧% ନାରୀ ଅଟନ୍ତି । ୧୦.୯୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ପଞ୍ଜାବୀ ନାକୋଦାର୍ର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]