ନାଜିବାବାଦ୍

ଉଇକିପିଡ଼ିଆ ରୁ
(Najibabad ରୁ ଲେଉଟି ଆସିଛି)
Jump to navigation Jump to search
Najibabad
city
Najibabad is located in Uttar Pradesh
Najibabad
Najibabad
Location in Uttar Pradesh, India
ଅବସ୍ଥିତି: 29°38′N 78°20′E / 29.63°N 78.33°E / 29.63; 78.33Coordinates: 29°38′N 78°20′E / 29.63°N 78.33°E / 29.63; 78.33
Country India
StateUttar Pradesh
DistrictBijnor
ଉଚ୍ଚତା295 m (968 ft)
ଜନସଂଖ୍ୟା (2012)[୧]
 • ମୋଟ୮୮
IST (UTC+5:30)
ପିନ କୋଡ଼246763
Telephone code01341
ଗାଡ଼ି ପଞ୍ଜିକରଣUP 20


ନାଜିବାବାଦ୍ ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ବିଜ୍ନୋର୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ନାଜିବାବାଦ୍ ୨୯.୬୧୨୧ ଉତ୍ତର ଅକ୍ଷାଂଶ ଓ ୭୮.୩୪୩୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାଜିବାବାଦ୍ ସହରର ମୋଟ ଜନସଂଖ୍ୟା ୭୯୦୮୭ ଅଟେ ।[୩] ସେଥି ମଧ୍ୟରୁ ୫୨.୫୧% ଜଣ ପରୁଷ ହୋଇଥିବା ବେଳେ ୪୭.୪୯% ଜଣ ନାରୀ ଅଟନ୍ତି । ନାଜିବାବାଦ୍ର ସାକ୍ଷରତା ହାର ୫୩.୮୩% ଅଟେ । ଏହା ଜାତୀୟ ହାର ଠାରୁ ୧୧.୦୧% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୦.୫୬% ପ୍ରତିଶତ ପୁରୁଷ ଓ ୨୩.୨୭% ନାରୀ ଅଟନ୍ତି । ୧୬.୩୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ହିନ୍ଦୀ ନାଜିବାବାଦ୍ର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]