ନାଗିନା

ଉଇକିପିଡ଼ିଆ‌ରୁ
(Naginaରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Nagina
city
ଦେଶIndia
ରାଜ୍ୟUttar Pradesh
ଜିଲ୍ଲାBijnor
Founded bySyed Ghalib Ali
Elevation
282 m (925 ft)
Population
 (2011)[୧]
 • Total୯୫,୨୪୬
Time zoneUTC+5:30 (IST)
PIN
246762
ଯାନବାହାନ ପଞ୍ଚୀକରଣUP 20

ନାଗିନା ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ବିଜ୍ନୋର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ନାଗିନା ୨୯.୪୪୪୪ ଉତ୍ତର ଅକ୍ଷାଂଶ ଓ ୭୮.୪୩୪୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାଗିନା ସହରର ମୋଟ ଜନସଂଖ୍ୟା ୭୧୩୧୦ ଅଟେ ।[୩] ସେଥି ମଧ୍ୟରୁ ୫୨.୫୩% ଜଣ ପରୁଷ ହୋଇଥିବା ବେଳେ ୪୭.୪୭% ଜଣ ନାରୀ ଅଟନ୍ତି । ନାଗିନାର ସାକ୍ଷରତା ହାର ୪୮.୬୬% ଅଟେ । ଏହା ଜାତୀୟ ହାରଠାରୁ ୧୬.୧୮% ପ୍ରତିଶତ କମ ଅଟେ । ସେଥିରୁ ୨୭.୯୧% ପ୍ରତିଶତ ପୁରୁଷ ଓ ୨୦.୭୫% ନାରୀ ଅଟନ୍ତି । ୧୮.୨୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ହିନ୍ଦୀ ନାଗିନାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]