ନାଗିନା

ଉଇକିପିଡ଼ିଆ ରୁ
(Nagina ରୁ ଲେଉଟି ଆସିଛି)
Jump to navigation Jump to search
Nagina
city
Nagina is located in Uttar Pradesh
Nagina
Nagina
ଅବସ୍ଥିତି: 29°26′35″N 78°25′59″E / 29.443°N 78.433°E / 29.443; 78.433Coordinates: 29°26′35″N 78°25′59″E / 29.443°N 78.433°E / 29.443; 78.433
ଦେଶIndia
ରାଜ୍ୟUttar Pradesh
ଜିଲ୍ଲାBijnor
ସ୍ଥାପନକର୍ତ୍ତାSyed Ghalib Ali
ଉଚ୍ଚତା282 m (925 ft)
ଜନସଂଖ୍ୟା (2011)[୧]
 • ମୋଟ୯୫
IST (UTC+5:30)
ପିନ କୋଡ଼246762
ଗାଡ଼ି ପଞ୍ଜିକରଣUP 20

ନାଗିନା ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ବିଜ୍ନୋର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ନାଗିନା ୨୯.୪୪୪୪ ଉତ୍ତର ଅକ୍ଷାଂଶ ଓ ୭୮.୪୩୪୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାଗିନା ସହରର ମୋଟ ଜନସଂଖ୍ୟା ୭୧୩୧୦ ଅଟେ ।[୩] ସେଥି ମଧ୍ୟରୁ ୫୨.୫୩% ଜଣ ପରୁଷ ହୋଇଥିବା ବେଳେ ୪୭.୪୭% ଜଣ ନାରୀ ଅଟନ୍ତି । ନାଗିନାର ସାକ୍ଷରତା ହାର ୪୮.୬୬% ଅଟେ । ଏହା ଜାତୀୟ ହାର ଠାରୁ ୧୬.୧୮% ପ୍ରତିଶତ କମ ଅଟେ । ସେଥିରୁ ୨୭.୯୧% ପ୍ରତିଶତ ପୁରୁଷ ଓ ୨୦.୭୫% ନାରୀ ଅଟନ୍ତି । ୧୮.୨୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ହିନ୍ଦୀ ନାଗିନାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]