ନାଗଡ଼ା

ଉଇକିପିଡ଼ିଆ ରୁ
(Nagda ରୁ ଲେଉଟି ଆସିଛି)
Jump to navigation Jump to search
Nagda
नागदा
Nagda jn
city
Nagda is located in Madhya Pradesh
Nagda
Nagda
Location in Madhya Pradesh, India
ଅବସ୍ଥିତି: 23°27′11″N 75°24′54″E / 23.453°N 75.415°E / 23.453; 75.415Coordinates: 23°27′11″N 75°24′54″E / 23.453°N 75.415°E / 23.453; 75.415
ଦେଶ India
ରାଜ୍ୟMadhya Pradesh
ଜିଲ୍ଲାUjjain
କ୍ଷେତ୍ରଫଳ
 • ମୋଟ km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres)
ଉଚ୍ଚତା529 m (1,736 ft)
ଜନସଂଖ୍ୟା (2001)
 • ମୋଟ୧,୧୬,୫୨୫
 • ଘନତା80/km2 (Bad rounding here210/sq mi)
ଭାଷା
 • ସରକାରୀHindi
IST (UTC+5:30)
ପିନ କୋଡ଼456331-5
ୱେବସାଇଟwww.nagdacity.com

www.nagda.in

www.facebook.com/nagdaofficial

ନାଗଡ଼ା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ମଧ୍ୟପ୍ରଦେଶର ଉଜ୍ଜଇନ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ନାଗଡ଼ା ୨୫.୬୯୪୧ ଉତ୍ତର ଅକ୍ଷାଂଶ ଓ ୭୬.୬୫୫୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାଗଡ଼ା ସହରର ମୋଟ ଜନସଂଖ୍ୟା ୯୬୫୨୫ ଅଟେ ।[୨] ସେଥି ମଧ୍ୟରୁ ୫୨.୧୨% ଜଣ ପରୁଷ ହୋଇଥିବା ବେଳେ ୪୭.୮୮% ଜଣ ନାରୀ ଅଟନ୍ତି । ନାଗଡ଼ାର ସାକ୍ଷରତା ହାର ୬୯.୧୭% ଅଟେ । ଏହା ଜାତୀୟ ହାର ଠାରୁ ୪.୩୩% ପ୍ରତିଶତ କମ ଅଟେ । ସେଥିରୁ ୪୦.୩୦% ପ୍ରତିଶତ ପୁରୁଷ ଓ ୨୮.୮୭% ନାରୀ ଅଟନ୍ତି । ୧୩.୮୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ନାଗଡ଼ାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]