ନାଗ ଜ୍ୟୋତି
ଦେଖଣା
(Naga Jyotiରୁ ଲେଉଟି ଆସିଛି)
ନାଗ ଜ୍ୟୋତି | |
---|---|
ନିର୍ଦ୍ଦେଶକ | ରାମ ନାରାୟଣନ୍ |
ପ୍ରଯୋଜକ | ରାମ ନାରାୟଣନ୍ |
କଳାକାର | ଅନୁଶ୍ରୀ ଦାସ ଯମୁନା ଉତ୍ତମ ମହାନ୍ତି ରାଇମୋହନ ପରିଡ଼ା ଶତାବ୍ଦୀ ରାୟ |
ସଙ୍ଗୀତ | ପ୍ରଫୁଲ୍ଲ କର |
ମୁକ୍ତିଲାଭ ତାରିଖ | ୧୯୯୪ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ନାଗ ଜ୍ୟୋତି, ୧୯୯୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨] ରାମ ନାରାୟଣନ୍ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଅନୁଶ୍ରୀ ଦାସ, ଯମୁନା, ଉତ୍ତମ ମହାନ୍ତି, ରାଇମୋହନ ପରିଡ଼ା, ଶତାବ୍ଦୀ ରାୟ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ଅନୁଶ୍ରୀ ଦାସ
- ଯମୁନା
- ଉତ୍ତମ ମହାନ୍ତି
- ରାଇମୋହନ ପରିଡ଼ା
- ଶତାବ୍ଦୀ ରାୟ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଫୁଲ୍ଲ କର ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ "ନିର୍ଦ୍ଦେଶକଙ୍କ କଥା ଖୁବ୍ ବାଧିଥିଲା ବୋଲି ଦିନେ ଏଭଳି ନିଷ୍ପତ୍ତି ନେଇଥିଲେ ରାଇମୋହନ…". www.prameyanews7.com. ପ୍ରମେୟ. Archived from the original on 20 April 2023. Retrieved 20 April 2023.
- ↑ "ପୁରା ଓଲିଉଡ୍ ସ୍ତବ୍ଧ ! ଅଭିନେତା ରାଇମୋହନ ପରିଡାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର". www.ibnodisha.com. ibnodisha.com. Archived from the original on 20 April 2023. Retrieved 20 April 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନାଗ ଜ୍ୟୋତି