ମୁନ୍ଦି

ଉଇକିପିଡ଼ିଆ ରୁ
(Mundi ରୁ ଲେଉଟି ଆସିଛି)
Jump to navigation Jump to search
Mundi
मूंदी
City
ଅନ୍ୟନାମ: Moondi
Mundi is located in Madhya Pradesh
Mundi
Mundi
Location of Mundi
ଅବସ୍ଥିତି: 22°04′N 76°30′E / 22.07°N 76.5°E / 22.07; 76.5Coordinates: 22°04′N 76°30′E / 22.07°N 76.5°E / 22.07; 76.5
Country India
StateMadhya Pradesh
RegionNimar
DistrictKhandwa District
ସରକାର
 • ପରିଚାଳନାNagar Parishad
 • MayorSantosh Rathore (new)
Asha Jain(old)
Lakshaman Patel (old)
Santosh Rathore (old)
 • M.L.ALokendra Singh Tomar (Mandhata-Mundi Kshetra)
କ୍ଷେତ୍ରଫଳ
 • ମୋଟ km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres)
ଜନସଂଖ୍ୟା (2011)
 • ମୋଟ୩୦
ବସବାସୀMundian's , Mundari
IST (UTC+5:30)
ଗାଡ଼ି ପଞ୍ଜିକରଣMP-12
Spoken LanguagesHindi, English
Literacy75%
Pin Code450112
Telephone Code+91-07326


ମୁନ୍ଦି ଏକ ଭାରତୀୟ ନଗର ପଞ୍ଚାୟତ (Nagar Panchayat) ଅଟେ । ଏହା ମଧ୍ୟପ୍ରଦେଶର ଏଅସ୍ତ୍ ନିମର୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ମୁନ୍ଦି ୨୨.୦୬୬୪ ଉତ୍ତର ଅକ୍ଷାଂଶ ଓ ୭୬.୪୯୪୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୯୬୪ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମୁନ୍ଦି ସହରର ମୋଟ ଜନସଂଖ୍ୟା ୧୦୬୬୭ ଅଟେ ।[୨] ସେଥି ମଧ୍ୟରୁ ୫୧.୯୫% ଜଣ ପରୁଷ ହୋଇଥିବା ବେଳେ ୪୮.୦୫% ଜଣ ନାରୀ ଅଟନ୍ତି । ମୁନ୍ଦିର ସାକ୍ଷରତା ହାର ୬୦.୯୯% ଅଟେ । ଏହା ଜାତୀୟ ହାର ଠାରୁ ୩.୮୫% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୬.୧୬% ପ୍ରତିଶତ ପୁରୁଷ ଓ ୨୪.୮୩% ନାରୀ ଅଟନ୍ତି । ୧୫.୩୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ମୁନ୍ଦିର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]