ମୁନ୍ଦି

ଉଇକିପିଡ଼ିଆ‌ରୁ
(Mundiରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Mundi
मूंदी
Nickname: 
Moondi
Country India
StateMadhya Pradesh
RegionNimar
DistrictKhandwa District
Government
 • BodyNagar Parishad
 • MayorSantosh Rathore (new)
Asha Jain(old)
Lakshaman Patel (old)
Santosh Rathore (old)
 • M.L.ALokendra Singh Tomar (Mandhata-Mundi Kshetra)
Area
 • ସମୁଦାୟ18 km2 (7 sq mi)
Population
 (2011)
 • Total୩୦ ୦୦୦
Demonym(s)Mundian's , Mundari
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣMP-12
Spoken LanguagesHindi, English
Literacy75%
Pin Code450112
Telephone Code+91-07326


ମୁନ୍ଦି ଏକ ଭାରତୀୟ ନଗର ପଞ୍ଚାୟତ (Nagar Panchayat) ଅଟେ । ଏହା ମଧ୍ୟପ୍ରଦେଶର ଏଅସ୍ତ୍ ନିମର୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ମୁନ୍ଦି ୨୨.୦୬୬୪ ଉତ୍ତର ଅକ୍ଷାଂଶ ଓ ୭୬.୪୯୪୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୯୬୪ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମୁନ୍ଦି ସହରର ମୋଟ ଜନସଂଖ୍ୟା ୧୦୬୬୭ ଅଟେ ।[୨] ସେଥି ମଧ୍ୟରୁ ୫୧.୯୫% ଜଣ ପରୁଷ ହୋଇଥିବା ବେଳେ ୪୮.୦୫% ଜଣ ନାରୀ ଅଟନ୍ତି । ମୁନ୍ଦିର ସାକ୍ଷରତା ହାର ୬୦.୯୯% ଅଟେ । ଏହା ଜାତୀୟ ହାରଠାରୁ ୩.୮୫% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୬.୧୬% ପ୍ରତିଶତ ପୁରୁଷ ଓ ୨୪.୮୩% ନାରୀ ଅଟନ୍ତି । ୧୫.୩୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ମୁନ୍ଦିର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]