ମୁନ୍ଦାର୍ଗି

ଉଇକିପିଡ଼ିଆ‌ରୁ
(Mundargiରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Mundargi
ಮುಂಡರಗಿ
Mundaragi
town
ଦେଶ India
ରାଜ୍ୟKarnataka
ଜିଲ୍ଲାGadag
Lok Sabha ConstituencyHaveri
Elevation
528 m (1,732 ft)
Population
 (2011)
 • Total୨୪,୯୧୯
ଭାଷା
 • ସରକାରୀKannada
Time zoneUTC+5:30 (IST)
PIN
582118
Websitewww.mundargitown.gov.in

ମୁନ୍ଦାର୍ଗି ଏକ ଭାରତୀୟ ସହର ପଞ୍ଚାୟତ (Town Panchayat) ଅଟେ । ଏହା କର୍ଣ୍ଣାଟକର ଗଦଗ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ମୁନ୍ଦାର୍ଗି ୧୫.୨୦୬୮ ଉତ୍ତର ଅକ୍ଷାଂଶ ଓ ୭୫.୮୮୩୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୯୬ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମୁନ୍ଦାର୍ଗି ସହରର ମୋଟ ଜନସଂଖ୍ୟା ୨୦୩୧୮ ଅଟେ ।[୨] ସେଥି ମଧ୍ୟରୁ ୫୧.୭୦% ଜଣ ପରୁଷ ହୋଇଥିବା ବେଳେ ୪୮.୩୦% ଜଣ ନାରୀ ଅଟନ୍ତି । ମୁନ୍ଦାର୍ଗିର ସାକ୍ଷରତା ହାର ୬୩.୬୫% ଅଟେ । ଏହା ଜାତୀୟ ହାରଠାରୁ ୧.୧୯% ପ୍ରତିଶତ କମ ଅଟେ । ସେଥିରୁ ୩୮.୧୧% ପ୍ରତିଶତ ପୁରୁଷ ଓ ୨୫.୫୩% ନାରୀ ଅଟନ୍ତି । ୧୩.୩୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

କନ୍ନଡ ମୁନ୍ଦାର୍ଗିର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]