ମୁନ୍ଦାର୍ଗି

ଉଇକିପିଡ଼ିଆ ରୁ
(Mundargi ରୁ ଲେଉଟି ଆସିଛି)
Jump to navigation Jump to search
Mundargi
ಮುಂಡರಗಿ
Mundaragi
town
Mundargi is located in କର୍ଣ୍ଣାଟକ
Mundargi
Mundargi
Location in Karnataka, India
ଅବସ୍ଥିତି: 15°13′N 75°54′E / 15.22°N 75.9°E / 15.22; 75.9Coordinates: 15°13′N 75°54′E / 15.22°N 75.9°E / 15.22; 75.9
ଦେଶ India
ରାଜ୍ୟKarnataka
ଜିଲ୍ଲାGadag
Lok Sabha ConstituencyHaveri
ଉଚ୍ଚତା528 m (1,732 ft)
ଜନସଂଖ୍ୟା (2011)
 • ମୋଟ୨୪,୯୧୯
ଭାଷା
 • ସରକାରୀKannada
IST (UTC+5:30)
ପିନ କୋଡ଼582118
ୱେବସାଇଟwww.mundargitown.gov.in

ମୁନ୍ଦାର୍ଗି ଏକ ଭାରତୀୟ ସହର ପଞ୍ଚାୟତ (Town Panchayat) ଅଟେ । ଏହା କର୍ଣ୍ଣାଟକର ଗଦଗ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ମୁନ୍ଦାର୍ଗି ୧୫.୨୦୬୮ ଉତ୍ତର ଅକ୍ଷାଂଶ ଓ ୭୫.୮୮୩୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୯୬ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମୁନ୍ଦାର୍ଗି ସହରର ମୋଟ ଜନସଂଖ୍ୟା ୨୦୩୧୮ ଅଟେ ।[୨] ସେଥି ମଧ୍ୟରୁ ୫୧.୭୦% ଜଣ ପରୁଷ ହୋଇଥିବା ବେଳେ ୪୮.୩୦% ଜଣ ନାରୀ ଅଟନ୍ତି । ମୁନ୍ଦାର୍ଗିର ସାକ୍ଷରତା ହାର ୬୩.୬୫% ଅଟେ । ଏହା ଜାତୀୟ ହାର ଠାରୁ ୧.୧୯% ପ୍ରତିଶତ କମ ଅଟେ । ସେଥିରୁ ୩୮.୧୧% ପ୍ରତିଶତ ପୁରୁଷ ଓ ୨୫.୫୩% ନାରୀ ଅଟନ୍ତି । ୧୩.୩୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

କନ୍ନଡ ମୁନ୍ଦାର୍ଗିର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]