ମୁନମୁନ ବାନାର୍ଜୀ
ଦେଖଣା
(Moon Banerjeeରୁ ଲେଉଟି ଆସିଛି)
ମୁନମୁନ ବାନାର୍ଜୀ | |
|---|---|
| ଜନ୍ମ | |
| ଜାତୀୟତା | ଭାରତୀୟ |
| ଅନ୍ୟ ନାମ | ମହୁଆ |
| ବୃତ୍ତି | ଅଭିନେତ୍ରୀ |
| ଟେଲିଭିଜନ | କସୌଟି ଜିନ୍ଦେଗି କେ |
| ବୈବାହିକ-ସାଥୀ(s) | ଗୌତମ ଜୋଗଲେକର (ଛାଡ଼ପତ୍ର) ନୀରଜ ଶର୍ମା (ବିବାହ: ୨୦୧୦) |
| ସନ୍ତାନ | ରୁମୀର ଶର୍ମା (ପୁଅ) |
ମୁନମୁନ ବାନାର୍ଜୀ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମହୁଆ ଭାବରେ ମଧ୍ୟ ଜଣାଶୁଣା । ସେ ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ଷ୍ଟାର୍ପ୍ଲସ୍ରେ ପ୍ରସାରିତ ଏକତା କପୁରଙ୍କଦ୍ୱାରା ନିର୍ମିତ ହିନ୍ଦୀ ଧାରାବାହିକ କସୌଟୀ ଜିନ୍ଦେଗିରେ ସମ୍ପଦା ବସୁଙ୍କ ଭୂମିକ ପାଇଁ ଜଣାଶୁଣା । ଏହା ବ୍ୟତୀତ, ସେ ସସୁରାଲ୍ ଗେନ୍ଦା ଫୁଲ୍ରେ ପନ୍ନା, କୁଛ୍ ରଙ୍ଗ୍ ପ୍ୟାର୍ କେ ଐସେ ଭିରେ ଆଶା ବୋଷ ଏବଂ ଏକ୍ ଥା ରାଜା ଏକ୍ ଥି ରାନୀରେ ଦମୟନ୍ତୀ ଭୂମିକାରେ ଅଭିନୟ କରିଥିଲେ ।[୧][୨][୩][୪] ଷ୍ଟାର୍ ଭାରତରେ ପ୍ରସାରିତ ଧାରାବାହିକ ମୁସ୍କାନ୍ରେ ସେ ଗାୟତ୍ରୀ ସିଂହ ଭୂମିକା ଅଭିନୟ କରିଥିଲେ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]୨୦୧୦ ମସିହାରେ ସେ କଥାଚିତ୍ର ନିର୍ମାତା ନୀରଜ ଶର୍ମାଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଗୋଟିଏ ପୁତ୍ର ସନ୍ତାନ ଅଛି ।
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ଭାଷା | ମନ୍ତବ୍ୟ |
|---|---|---|---|---|
| ୨୦୦୪ | ୟଜ୍ଞମ୍ | ଶୈଳଜା | ତେଲୁଗୁ |
ଅଭିନୀତ ଧାରାବାହିକ
[ସମ୍ପାଦନା]| ବର୍ଷ | ଧାରାବାହିକ | ଭୂମିକା |
|---|---|---|
| ୧୯୯୭ | ସଟର୍ଡେ ସସ୍ପେନ୍ସ – ଡୁପ୍ଲିକେଟ୍ | ନେହା (ଅଧ୍ୟାୟ ୧୧) |
| ୧୯୯୮–୧୯୯୯ | ଚସ୍ମେ ବଦ୍ଦୁର୍ | ଶାନ୍ତା |
| ଦରାର | ଚନ୍ଦ୍ରଗ୍ରହଣ | |
| ୧୯୯୯–୨୦୦୦ | ଅଭିମାନ | କାଜରୀ |
| ୨୦୦୦ | ଖୌଫ୍ | |
| ୨୦୦୦–୨୦୦୧ | ମିଠି ମିଠି ବାତେଁ | |
| ଘର୍ ଏକ୍ ମନ୍ଦିର୍ | କିଟ୍ଟୁ | |
| ବାବୁଲ କି ଦୁଆୟେଁ ଲେତି ଯାଅ | ଶୀତଲ | |
| ୨୦୦୧–୨୦୦୨ | କୁସୁମ | ରୁହି କପୁର |
| ଏକ ଟୁକଡ଼ା ଚାନ୍ଦ୍ କା | ରିତୁ | |
| ୨୦୦୨–୨୦୦୩ | କମାଲ୍ | ଶାଇନା ବୋଷ |
| ୨୦୦୩ | ଆୱାଜ୍ - ଦିଲ୍ ସେ ଦିଲ୍ ତକ୍ | ରିତିକା ଭାସ୍କର ଗୁପ୍ତା |
| ୨୦୦୪ | ରୁଃ | ସୁଚେତା (ଅଧ୍ୟାୟ ୩) |
| ୨୦୦୫ | ଆହାଟ୍ | ନେହା |
| ରୁଃ | ପ୍ରିୟା (ଅଧ୍ୟାୟ ୨୯) | |
| ୨୦୦୫–୨୦୦୭ | କସୌଟି ଜିନ୍ଦେଗି କେ | ସମ୍ପଦା ଅନୁରାଗ ବସୁ |
| ୨୦୦୬ | କ୍ୟୁଁକି ସାସ୍ ଭି କଭି ବହୁ ଥି | ଶ୍ରଦ୍ଧା |
| ୨୦୦୬–୨୦୦୭ | ରିସ୍ତୋଁ କି ଡୋର୍ | ଏସିପି ନେହା |
| ୨୦୧୦–୨୦୧୧ | ସସୁରାଲ୍ ଗେନ୍ଦା ଫୁଲ୍ | |
| ୨୦୧୫–୨୦୧୬ | ଏକ୍ ଥା ରାଜା ଏକ୍ ଥି ରାନୀ | ଦମୟନ୍ତୀ |
| ୨୦୧୬–୨୦୧୭ | କୁଛ୍ ରଙ୍ଗ୍ ପ୍ୟାର୍ କେ ଐସେ ଭି[୫] | ଆଶା ବିଜୟ ବୋଷ |
| ୨୦୧୮–୨୦୨୦ | ମୁସ୍କାନ୍ | ଗାୟତ୍ରୀ |
| ୨୦୨୨ | ମୁସ୍କୁରାନେ କି ବଜା ତୁମ୍ ହୋ | ଉମା ରାୱତ |
| ୨୦୦୨୩ | ସସୁରାଲ ସିମର୍ କା ୨ | ସନ୍ଧ୍ୟା |
| ଗୁମ୍ ହୈ କିସିକେ ପ୍ୟାର୍ ମେଁ | ଗୀତାଞ୍ଜଳି ରମାକାନ୍ତ ପୂଜାରୀ | |
| ୨୦୨୪ | ଦୂରୀ | ମାୟା |
ଆଧାର
[ସମ୍ପାଦନା]- ↑ "Moon Banerrjee to play Ssharad Malhotra's mother on 'Musakaan' - Times of India". The Times of India (in ଇଂରାଜୀ). 6 October 2018. Retrieved 27 August 2021.
- ↑ "When one thing doesn't work out, there is always something better in store for me: Moon Banerrjee - Times of India". The Times of India (in ଇଂରାଜୀ). 13 July 2021. Retrieved 27 August 2021.
- ↑ "I am the Bengali language teacher on the set: Moon Banerjee of Kucch Rang Pyar Ke - Times of India". The Times of India (in ଇଂରାଜୀ). 25 July 2016. Retrieved 27 August 2021.
- ↑ "Bollywood Helpline". Archived from the original on 2023-03-02.
- ↑ Bose, Ishani (1 September 2017). "Kuch Rang Pyaar Ke Aise Bhi To Return By Month End?". India News, Breaking News | India.com (in ଇଂରାଜୀ). Retrieved 27 August 2021.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମୁନମୁନ ବାନାର୍ଜୀ