Jump to content

ମୋନା ଥିବା

ଉଇକିପିଡ଼ିଆ‌ରୁ
(Mona Thibaରୁ ଲେଉଟି ଆସିଛି)
ମୋନା ଥିବା
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ବୈବାହିକ-ସାଥୀହିଟୁ କନୋଡିଆ (୨୦୧୪ - ଏବେଯାଏଁ)
ସନ୍ତାନରାଜବୀର

ମୋନା ଥିବା ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ଗୁଜରାଟୀ ଭାଷାର କଥାଚିତ୍ରରେ କାମ କରନ୍ତି । ଗୁଜରାଟୀ କଥାଚିତ୍ର ବ୍ୟତୀତ ସେ ହିନ୍ଦୀ ଓ ଭୋଜପୁରୀ ଭାଷାର କଥାଚିତ୍ରରେ ମଧ୍ୟ କାମ କରନ୍ତି । ୨୦୦୦ ମସିହାରେ, ସେ ତାଙ୍କର ଅଭିନୟ ଜଗତର ଯାତ୍ରା ଆରମ୍ଭ କରିଥିଲେ ।[][]

୧୪ ଅଗଷ୍ଟ ୨୦୧୪ରେ, ସେ ଅହମ୍ମଦାବଦରେ ଅଭିନେତା ତଥା ରାଜନେତା ହିଟୁ କନୋଡ଼ିଆଙ୍କୁ ବିବାହ କରିଥିଲେ ।[][] ୨୦୧୬ ମସିହାରେ, ତାଙ୍କର ଏକ ପୁଅ ଜନ୍ମ ହୋଇଥିଲା ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
  • ଡିକ୍ରି ନୋ ମାଣଡବୋ (ଗୁଜରାଟୀ)
  • ଗଗୋ କେ'ଦାଦା ନୁ ପାଇନୁ ପାଇନୁ କର୍ତ୍ତୋ'ତୋ (ଗୁଜରାଟୀ)
  • ବାପ ଧମାଲ ଡିକ୍ରା କମାଲ (ଗୁଜରାଟୀ)
  • ଅବ ତୋ ବନ୍‌ଜା ସଜନୱା ହମ୍‌ରା (ଭୋଜପୁରୀ)
  • କଙ୍କୁ ପୁରାୟୁ ମା ଅମବା ନା ଚୌକ ମା (ଗୁଜରାଟୀ)
  • ତୋହାର କିରିୟା (ଭୋଜପୁରୀ)
  • ଆସୁଦେ ଭିଞ୍ଜାଯେ ଘରଛହୋଲୁ ଆସୁଦେ ଭିଞ୍ଜାଯେ ଚୁନାଦି (ଗୁଜରାଟୀ)
  • ହିମ୍ମତୱାଲା (ହିନ୍ଦୀ - ଧୋକା ଧୋକା ଗୀତରେ ଅଭିନୟ)
  • ରାମା ରାମା କ୍ୟା ହୈ ଡ୍ରାମା? (ହିନ୍ଦୀ)
  • ମୋଟା ଭା (ଗୁଜରାଟୀ)
  • ଗବ୍ବର ସିଂହ (ଭୋଜପୁରୀ)
  • ଢୋଲା ମାରୁ (ଗୁଜରାଟୀ)
  1. "Tickets to Gollywood, Ahmedabad Mirror Aug-2008". Archived from the original on 7 March 2012. Retrieved 28 June 2010.
  2. "ગુજરાતી અભિનેત્રી મોના થીબા divyabhaskar.comની મુલાકાતે". divyabhaskar (in ଗୁଜରାଟୀ). 16 February 2013. Archived from the original on 3 January 2023. Retrieved 11 January 2017.
  3. "Hitu and Mona marry in Ahmedabad". The Times of India (in ଇଂରାଜୀ). Retrieved 2020-10-27.
  4. "Gujarati actor Hitu Kanodia marries Mona Thiba". www.gujaratheadline.com (in ଆମେରିକୀୟ ଇଂରାଜୀ). 2014-08-14. Retrieved 2020-10-27.
  5. "Hitu-Mona share son's pics online". The Times of India (in ଇଂରାଜୀ). 2017-01-13. Retrieved 2020-10-27.

ବାହାର ଲିଙ୍କ୍

[ସମ୍ପାଦନା]