ମୋ ଭାଇ ଜଗା

ଉଇକିପିଡ଼ିଆ‌ରୁ
(Mo Bhai Jagaରୁ ଲେଉଟି ଆସିଛି)
ମୋ ଭାଇ ଜଗା
ନିର୍ଦ୍ଦେଶକପି.ଭି. ସାରଥୀ
ପ୍ରଯୋଜକସୁବାଷ ନନ୍ଦ
ରଜନୀକାନ୍ତ
ଅନୂସୟା ସାମଲ
ସଂଳାପରଜନୀ ରଞ୍ଜନ
କାହାଣୀରମେଶ ସାମନ୍ତରାୟ
ରଜନୀ ରଞ୍ଜନ
କଳାକାରବିଜୟ ମହାନ୍ତି,
ତନ୍ଦ୍ରା ରାୟ,
ଅପରାଜିତା ମହାନ୍ତି,
ଜୟୀରାମ ସାମଲ
ସଙ୍ଗୀତନାରାୟଣ ରଥ
ଚିତ୍ରଗ୍ରହଣଶାମ୍ବା ଶିବା ରାଓ
ଅଶୋକ ସ୍ୱାଇଁ
ସମ୍ପାଦକଜିତେନ୍ଦ୍ର ପାଣି
ମୁକ୍ତିଲାଭ ତାରିଖ
୩ ମାର୍ଚ୍ଚ ୧୯୯୫
ଦେଶ ଭାରତ
ଭାଷାଓଡ଼ିଆ

ମୋ ଭାଇ ଜଗା, ୧୯୯୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲ ସୁବାଷ ନନ୍ଦ, ରଜନୀକାନ୍ତ ଓ ଅନୂସୟା ସାମଲ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଏବଂ ରମେଶ ସାମନ୍ତରାୟଙ୍କ ସ‌ହ ମିଶି ଏହି ଚଳଚ୍ଚିତ୍ରଟିର କାହାଣୀ ରଚନା କରିଥିଲେ । ପି.ଭି. ସାରଥୀ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ନାରାୟଣ ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ବିଜୟ ମହାନ୍ତି, ତନ୍ଦ୍ରା ରାୟ, ଅପରାଜିତା ମହାନ୍ତି, ଜୟୀରାମ ସାମଲ, ବାପୁ ଆଚାର୍ଯ୍ୟ, ସୁଜାତା ଆନନ୍ଦ, ବିରାଜ ଦାସ, ଅମନ ଧବନ, ମଞ୍ଜୁ ପ୍ରଧାନ, ପୂଜା ମିଶ୍ର, ନିହାର ସାମଲ, ମୋହିନୀ ବଳିଆର ସିଂହ, ଜର୍ଜ ତିଆଡ଼ି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ନାରାୟଣ ରଥରଜନୀ ରଞ୍ଜନ, ରମେଶ ସାମନ୍ତରାୟ, କୈଳାଶ ତ୍ରିପାଠୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସୁବାଷ ଦାସ, ଲତା ଘୋଷ, ଦୀପ୍ତି, ଅନୀତା ଗୋସ୍ୱାମୀ, ଲୋପିତା ମିଶ୍ର, ଦିବାକର ମହାନ୍ତି, ତାନସେନ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତକବିସମୟ
1."ନଈ ଏପାରିରେ ତୁ"ରଜନୀ ରଞ୍ଜନ[୩] 

ଆଧାର[ସମ୍ପାଦନା]

  1. "ରୂପେଲି ପରଦାକୁ କେବେ ଆଉ କେମିତି ଆସିଲା ରାକ୍ଷୀ: ପଢନ୍ତୁ ଏଇ କାହାଣୀ | News7". www.prameyanews7.com. Archived from the original on 30 September 2020. Retrieved 27 August 2018.
  2. "ଅଫେରା ରାଇଜରେ ସିନେ ଅଭିନେତା ବିରାଜ | Sambad". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 25 May 2022. Archived from the original on 26 May 2022. Retrieved 26 May 2022.{{cite news}}: CS1 maint: unrecognized language (link)
  3. "ରଜନୀଙ୍କ ଶତକୀୟ ପାଳି". ସମ୍ବାଦ. No. ରବିବାର. 24 September 2023. p. 8. Archived from the original on 28 September 2023. Retrieved 28 September 2023.

ବାହାର ଆଧାର[ସମ୍ପାଦନା]