Jump to content

ମିଲ୍‌ରିନୋନ

ଉଇକିପିଡ଼ିଆ‌ରୁ
(Milrinoneରୁ ଲେଉଟି ଆସିଛି)
ମିଲ୍‌ରିନୋନ
Clinical data
AHFS/Drugs.commonograph
MedlinePlusa601020
Pregnancy
category
  • US: C (Risk not ruled out)
    Routes of
    administration
    IV only
    Legal status
    Legal status
    • ℞ (Prescription only)
    Pharmacokinetic data
    Bioavailability100% (as IV bolus, infusion)
    Protein binding70 to 80%
    MetabolismLiver (12%)
    Elimination half-life2.3 hours (mean, in CHF)
    ExcretionUrine (85% as unchanged drug) within 24 hours
    Identifiers
    • 2-Methyl-6-oxo-1,6-dihydro-3,4'-bipyridine-5-carbonitrile
    ECHA InfoCard100.071.709 Edit this at Wikidata
    Chemical and physical data
    FormulaC12H9N3O
    Molar mass୨୧୧.୨୨ g·mol−1
    3D model (JSmol)
    Density1.344 g/cm3
    Melting point315 °C (599 °F)
    • c1cnccc1-c2c(C)[nH]c(=O)c(C#N)c2
    • InChI=1S/C12H9N3O/c1-8-11(9-2-4-14-5-3-9)6-10(7-13)12(16)15-8/h2-6H,1H3,(H,15,16) checkY
    • Key:PZRHRDRVRGEVNW-UHFFFAOYSA-N checkY
      (verify)

    ମିଲ୍‌ରିନୋନ, ଏକ ବେପାର ନାମ ପ୍ରିମାକୋର, ଏକ ଔଷଧ ଯାହା ହୃଦ୍‌ପାତର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଅନ୍ୟ କୌଣଷି ଔଷଧ କାମ ନ କଲେ ଏହା ସ୍ୱଳ୍ପ ମିଆଦି ଭାବରେ ବ୍ୟବହୃତ ହୋଇପାରେ ।[] ଏହା ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।[]

    ବୃଦ୍ଦିସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଭେଣ୍ଟ୍ରିକୁଲାର ଆରିଥମିଆ, ନିମ୍ନ ରକ୍ତଚାପ ଏବଂ ମୁଣ୍ଡବିନ୍ଧା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ରରେ କମ୍ ପୋଟାସିୟମ ସ୍ତର ହୋଇପାରେ ଏବଂ ଦୀର୍ଘକାଳ ବ୍ୟବହାର କଲେ ମୃତ୍ୟୁ ହୋଇପାରେ ।[] ଏହା ଏକ ଫସଫୋଡାଇଇଷ୍ଟେରେଜ ୩ ଇନହିବିଟର ଯାହା ହୃତ୍‌ପିଣ୍ଡର ସଙ୍କୋଚନ‌କୁ ବୃଦ୍ଧି କରି କାର୍ଯ୍ୟକ୍ଷମ ହୁଏ ଏବଂ ରକ୍ତନଳୀମାନଙ୍କର ପ୍ରତିରୋଧକୁ ହ୍ରାସ କରିଥାଏ ।[]

    ୧୯୮୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ମିଲ୍‌ରିନୋନ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଜ୍ୟରେ ୧୦ ମିଗ୍ରା ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୨୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ଔଷଧର ମୂଲ୍ୟ ପ୍ରାୟ ୫ଡଲାର ଅଟେ ।[]

    1. 1 2 3 4 5 6 "Milrinone Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 18 November 2021.
    2. 1 2 3 BNF 81: March-September 2021. BMJ Group and the Pharmaceutical Press. 2021. p. 210. ISBN 978-0857114105.
    3. "Milrinone Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 20 April 2021. Retrieved 18 November 2021.