Jump to content

ମିଲନାସିପ୍ରାନ

ଉଇକିପିଡ଼ିଆ‌ରୁ
(Milnacipranରୁ ଲେଉଟି ଆସିଛି)
ମିଲନାସିପ୍ରାନ
Top: (1S,2R)-milnacipran (L-milnacipran)
Bottom: (1R,2S)-milnacipran (D-milnacipran)
Clinical data
Trade namesIxel, Joncia, Savella, Dalcipran, others
SynonymsMilnacipran hydrochloride
AHFS/Drugs.commonograph
MedlinePlusa609016
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    By mouth (tablets), capsules)
    Legal status
    Legal status
    Pharmacokinetic data
    Bioavailability85%
    Protein binding13%
    MetabolismLiver
    Elimination half-life8 hours
    ExcretionKidney
    Identifiers
    • (±)-(1R,2S)-rel-2-(Aminomethyl)-N,N-diethyl-1- phenylcyclopropane-1-carboxamide
    Chemical and physical data
    FormulaC15H22N2O
    Molar mass୨୪୬.୩୫ g·mol−1
    3D model (JSmol)
    • O=C(N(CC)CC)[C@@]2(c1ccccc1)[C@@H](CN)C2
    • InChI=1S/C15H22N2O/c1-3-17(4-2)14(18)15(10-13(15)11-16)12-8-6-5-7-9-12/h5-9,13H,3-4,10-11,16H2,1-2H3/t13-,15+/m1/s1 checkY
    • Key:GJJFMKBJSRMPLA-HIFRSBDPSA-N checkY
      (verify)

    ମିଲନାସିପ୍ରାନ, ଏକ ବିକ୍ରୟ ନାମ ସାଭେଲା, ଏକ ଔଷଧ ଯାହା ଫାଇବ୍ରୋମ୍ୟାଲ୍‌ଜିଆ ଏବଂ ପ୍ରମୁଖ ଅବସାଦ ବେମାରୀ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ମୁଣ୍ଡବିନ୍ଧା, ଶୋଇବାରେ ଅସୁବିଧା, ଅଧିକ ଝାଳ ବୋହିବା ଏବଂ ଦୃତ ହୃଦ୍‌ଗତି ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ୨୫ ବର୍ଷରୁ କମ୍ ବୟସରେ ଆତ୍ମହତ୍ୟା ପ୍ରବଣତା, ସେରୋଟୋନିନ ସିଣ୍ଡ୍ରୋମ, ରକ୍ତଚାପ ବୃଦ୍ଧି, ଯକୃତ ସମସ୍ୟା, ରକ୍ତସ୍ରାବ ଏବଂ ମାନିଆ ହୋଇପାରେ।[] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ଏକ ସେରୋଟୋନିନ-ନରଏପିନେଫ୍ରିନ ରିଅପଟେକ୍ ଇନହିବିଟର (SNRI) ।[]

    ୨୦୦୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ମିଲନାସିପ୍ରାନ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା [][] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏକ ମାସ ବ୍ୟବ‌ହାର ପାଇଁ ଏହାର ମୂଲ୍ୟ ପ୍ରାୟ ୪୨୦ ଡଲାର ଖର୍ଚ୍ଚ ହୁଏ ।[]

    1. 1 2 3 4 5 6 7 "Milnacipran Monograph for Professionals". Drugs.com (in ଇଂରାଜୀ). Archived from the original on 27 February 2021. Retrieved 18 November 2021.
    2. "Milnacipran Pierre Fabre Medicament". Archived from the original on 22 September 2020. Retrieved 18 November 2021.
    3. "Savella Prices, Coupons & Savings Tips - GoodRx". GoodRx. Archived from the original on 17 August 2021. Retrieved 18 November 2021.