Jump to content

ମେକ୍ସିଲେଟିନ

ଉଇକିପିଡ଼ିଆ‌ରୁ
(Mexiletineରୁ ଲେଉଟି ଆସିଛି)
ମେକ୍ସିଲେଟିନ
Clinical data
Trade namesMexitil, NaMuscla, others
AHFS/Drugs.commonograph
MedlinePlusa607064
data
Pregnancy
category
  • AU: B1
  • US: C (Risk not ruled out)
    Routes of
    administration
    By mouth, intravenous
    Legal status
    Legal status
    Pharmacokinetic data
    Bioavailability90%
    Protein binding50–60%
    MetabolismLiver (CYP2D6 and 1A2-mediated)
    Onset of actionWithin 2 hr[]
    Elimination half-life10–12 hours
    ExcretionKidney (10%)
    Identifiers
    • (RS)-1-(2,6-dimethylphenoxy)propan-2-amine
      OR
      2-(2-aminopropoxy)-1,3-dimethylbenzene
    ECHA InfoCard100.046.190 Edit this at Wikidata
    Chemical and physical data
    FormulaC11H17NO
    Molar mass୧୭୯.୨୬ g·mol−1
    3D model (JSmol)
    • O(c1c(cccc1C)C)CC(N)C
    • InChI=1S/C11H17NO/c1-8-5-4-6-9(2)11(8)13-7-10(3)12/h4-6,10H,7,12H2,1-3H3 checkY
    • Key:VLPIATFUUWWMKC-UHFFFAOYSA-N checkY
      (verify)

    ମେକ୍ସିଲେଟିନ, ଏକ ବିକ୍ରୟ ନାମ ମେକ୍ସିଟିଲ୍, ହେଉଛି ଏକ ଔଷଧ ଯାହା ଜୀବନ ବିପଦାପନ୍ନ ନିଳୟ ସ୍ପନ୍ଦନ ଓ କେତେକ ମାୟୋଟୋନିଆ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[][] ଅନ୍ୟ କୌଣସି ଚିକିତ୍ସା କାମ ନକଲେ ଏହା ବ୍ୟବହୃତ ହୋଇପାରେ । [] ଡାଇବେଟିସ୍ ନ୍ୟୁରୋପାଥି ପାଇଁ ବ୍ୟବହାର ଭଲ ଭାବରେ ସମର୍ଥିତ ନୁହେଁ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଛାତିରେ ଅସ୍ୱାଭାବିକତା, ମୁଣ୍ଡବିନ୍ଧା, ମୁଣ୍ଡ ହାଲୁକା ଲାଗିବା ଏବଂ ଅଇ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆରିଦମିଆ, ହୃଦ୍‌ପାତ, ଯକୃତ ସମସ୍ୟା, କମ୍ ପ୍ଲାଟେଲେଟ୍, ବାତ ଏବଂ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ହୋଇପାରେ ।[] ଏହା ଆଇବି ଆଣ୍ଟି-ଆରିଥମିକ୍ ଶ୍ରେଣୀର ଏକ ଔଷଧ ଏବଂ ଏକ ସୋଡିଅମ୍ ଚ୍ୟାନେଲ୍ ବ୍ଲକର୍ ଭାବରେ କାର୍ଯ୍ୟ କରେ ।[] []

    ୧୯୮୫ ମସିହାରେ ଡାକ୍ତରୀ ବ୍ୟବହାର ପାଇଁ ମେକ୍ସିଲେଟିନ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଜ୍ୟରେ ୧୬୭ ମିଗ୍ରା ବିଶିଷ୍ଟ ୧୦୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୫୦୦୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ୧୫୦ ମିଗ୍ରା ବିଶିଷ୍ଟ ୧୦୦ଟି ବଟିକାର ମୂଲ୍ୟ ୪୭ ଡଲାର ଥିଲା । []

    1. 1 2 3 4 5 6 7 8 9 "Mexiletine Monograph for Professionals". Drugs.com (in ଇଂରାଜୀ). Archived from the original on 17 January 2021. Retrieved 18 November 2021.
    2. 1 2 3 BNF 81: March-September 2021. BMJ Group and the Pharmaceutical Press. 2021. p. 1172. ISBN 978-0857114105.
    3. 1 2 "Mexiletine Prices, Coupons & Savings Tips - GoodRx". GoodRx. Retrieved 18 November 2021.