Jump to content

ମାୟା ଘୋଷ

ଉଇକିପିଡ଼ିଆ‌ରୁ
(Maya Ghoshରୁ ଲେଉଟି ଆସିଛି)
ମାୟା ଘୋଷ
মায়া ঘোষ
ଜନ୍ମ(1949-12-31)୩୧ ଡିସେମ୍ବର ୧୯୪୯
ଜେସ୍ସୋରେ, ପୂର୍ବ ବେଙ୍ଗଲ, ପାକିସ୍ତାନ ଅଧିରାଜ୍ୟ
ମୃତ୍ୟୁ୧୯ ମଇ ୨୦୧୯(2019-05-19) (ବୟସ ୬୯)
ଜେସ୍ସୋରେ, ବାଂଲାଦେଶ
ଜାତୀୟତାବାଂଲାଦେଶୀ
ବୃତ୍ତିଅଭିନେତ୍ରୀ

ମାୟା ଘୋଷ (୩୧ ଡିସେମ୍ବର ୧୯୪୯ – ୧୯ ମଇ ୨୦୧୯) ଜଣେ ବାଂଲାଦେଶୀ ଅଭିନେତ୍ରୀ ଥିଲେ । ସେ ମୁଖ୍ୟତଃ କଥାଚିତ୍ର, ମଞ୍ଚ ଓ ଦୂରଦର୍ଶନରେ କାମ କରୁଥିଲେ ।[] ସେ ୨୦୦ରୁ ଅଧିକ କଥାଚିତ୍ରରେ କାମ କରିଛନ୍ତି ।[][] ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ।[]

ଜୀବନୀ

[ସମ୍ପାଦନା]

୩୧ ଡିସେମ୍ବର ୧୯୪୯ରେ, ସେ ପାକିସ୍ତାନ ଅଧିରାଜ୍ୟର ଜେସ୍ସୋର ଠାରେ ଜନ୍ମଗ୍ରହଣ କରିଥିଲେ ।[][] ସେ ବାଂଲାଦେଶର ମୁକ୍ତି ସଂଗ୍ରାମରେ ଭାଗ ନେଇଥିଲେ । ସେ କଲିକତାର ଶରଣାର୍ଥୀ ଶିବିରରେ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ରୋଷେଇ କରୁଥିଲେ ।[]

୧୯୮୧ ମସିହାରେ, ସେ ରୂପେଲି ପରଦାରେ ଅଭିନୟ କରିବା ଆରମ୍ଭ କରିଥିଲେ ।[][][] ସେ ଦୂରଦର୍ଶନ ଓ ମଞ୍ଚରେ ମଧ୍ୟ ଅଭିନୟ କରିଥିଲେ । ତାଙ୍କୁ ଶେଷ ଥର ପାଇଁ ୨୦୧୬ରେ ଡିବିରେ ଦେଖିବାକୁ ମିଳିଥିଲା ଯାହାକି ଏଟିଏନ ବଙ୍ଗଳାର ଏକ ଧାରାବାହିକ ଥିଲା ।[]

ସେ ଦିଲ୍ଲୀପ ଘୋଷକୁ ବିବାହ କରିଥିଲେ ।[] ୨୦୦୨ ମସିହାରେ, ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା ।[] ସେମାନଙ୍କର ତିନିଜଣ ସନ୍ତାନ ଅଛନ୍ତି ।[]

୧୯ ମଇ ୨୦୧୯ରେ ତାଙ୍କର ମୃତ୍ୟୁ ହୋଇଥିଲା ।[][][]

  1. ୧.୦ ୧.୧ ୧.୨ অভিনেত্রী মায়া ঘোষ মারা গেছেন. Prothom Alo (in Bengali). 19 May 2019. Retrieved 30 October 2019.
  2. ୨.୦ ୨.୧ ୨.୨ "Veteran actor Maya Ghosh no more". Dhaka Tribune. 19 May 2019. Retrieved 30 October 2019.
  3. ୩.୦ ୩.୧ ୩.୨ "Veteran Actor Maya Ghosh Passes Away". The Daily Star. 20 May 2019. Retrieved 30 October 2019.
  4. ୪.୦ ୪.୧ ୪.୨ অভিনেত্রী মায়া ঘোষের মৃত্যু. Bangladesh Pratidin (in Bengali). 19 May 2019. Retrieved 30 October 2019.
  5. অভিনেত্রী মায়া ঘোষ আর নেই. NTV (in Bengali). 19 May 2019. Retrieved 30 October 2019.
  6. ୬.୦ ୬.୧ ୬.୨ "Actress Maya Ghosh passes away". The Independent. 20 May 2019. Retrieved 30 October 2019.
  7. "Actress Maya Ghosh dead". Daily Observer. 20 May 2019. Retrieved 30 October 2019.[permanent dead link]