ମାର୍କାପୁର

ଉଇକିପିଡ଼ିଆ ରୁ
(Markapur ରୁ ଲେଉଟି ଆସିଛି)
Jump to navigation Jump to search
Markapuram
Town
Markapuram is located in Andhra Pradesh
Markapuram
Markapuram
Location in Andhra Pradesh, India
ଅବସ୍ଥିତି: 15°44′N 79°17′E / 15.73°N 79.28°E / 15.73; 79.28Coordinates: 15°44′N 79°17′E / 15.73°N 79.28°E / 15.73; 79.28
CountryIndia
StateAndhra Pradesh
DistrictPrakasam
କ୍ଷେତ୍ରଫଳ [୧]
 • ମୋଟ km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres)
ଉଚ୍ଚତା145 m (476 ft)
ଜନସଂଖ୍ୟା (2011)[୨]
 • ମୋଟ୭୧,୦୯୨
 • ଘନତା/km2 (6,400/sq mi)
Languages
 • OfficialTelugu
IST (UTC+5:30)
Telephone code+91–8596
ୱେବସାଇଟMarkapuram Municipality


ମାର୍କାପୁର ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର ପ୍ରକସମ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ମାର୍କାପୁର ୧୫.୭୪୦୪ ଉତ୍ତର ଅକ୍ଷାଂଶ ଓ ୭୯.୨୭୦୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୩]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାର୍କାପୁର ସହରର ମୋଟ ଜନସଂଖ୍ୟା ୫୮୪୫୪ ଅଟେ ।[୪] ସେଥି ମଧ୍ୟରୁ ୫୦.୯୬% ଜଣ ପରୁଷ ହୋଇଥିବା ବେଳେ ୪୯.୦୪% ଜଣ ନାରୀ ଅଟନ୍ତି । ମାର୍କାପୁରର ସାକ୍ଷରତା ହାର ୬୨.୭୯% ଅଟେ । ଏହା ଜାତୀୟ ହାର ଠାରୁ ୨.୦୫% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୭.୨୧% ପ୍ରତିଶତ ପୁରୁଷ ଓ ୨୫.୫୮% ନାରୀ ଅଟନ୍ତି । ୧୨.୫୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

ଭାଷା[ସମ୍ପାଦନା]

ତେଲୁଗୁ ମାର୍କାପୁରର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Andhra Pradesh Municipal Development Project" (PDF). Municipal Development Project. Government of Andhra Pradesh. p. 21. Retrieved 17 June 2015.
  2. "Census 2011". The Registrar General & Census Commissioner, India. Retrieved 26 July 2014. line feed character in |publisher= at position 5 (help)
  3. "Directory of Cities, Towns, and Regions in India". Retrieved 27 September 2015.
  4. ୪.୦ ୪.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]