ମାନିହାରି

ଉଇକିପିଡ଼ିଆ ରୁ
(Manihari ରୁ ଲେଉଟି ଆସିଛି)
Jump to navigation Jump to search
Manihari
Town
Manihari is located in Bihar
Manihari
Manihari
Location in Bihar, India
ଅବସ୍ଥିତି: 25°21′N 87°38′E / 25.35°N 87.63°E / 25.35; 87.63Coordinates: 25°21′N 87°38′E / 25.35°N 87.63°E / 25.35; 87.63
ଦେଶ India
ରାଜ୍ୟBihar
ଜିଲ୍ଲାKatihar
ଉଚ୍ଚତା31 m (102 ft)
ଜନସଂଖ୍ୟା (2001)
 • ମୋଟ୨୧,୭୮୩
ଭାଷା
 • ସରକାରୀAngika, Hindi
IST (UTC+5:30)
ପିନ କୋଡ଼854113
Lok Sabha constituencyKatihar
Vidhan Sabha constituencyManihari
ୱେବସାଇଟkatihar.bih.nic.in

ମାନିହାରି ଏକ ଭାରତୀୟ ବିଜ୍ଞାପିତ ଅଞ୍ଚଳ (Notified area) ଅଟେ । ଏହା ବିହାରର କତିହର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ମାନିହାରି ୨୫.୩୩୮୯ ଉତ୍ତର ଅକ୍ଷାଂଶ ଓ ୮୭.୬୨୦୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୨୪ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାନିହାରି ସହରର ମୋଟ ଜନସଂଖ୍ୟା ୨୧୭୮୩ ଅଟେ ।[୨] ସେଥି ମଧ୍ୟରୁ ୫୨.୯୦% ଜଣ ପରୁଷ ହୋଇଥିବା ବେଳେ ୪୭.୧୦% ଜଣ ନାରୀ ଅଟନ୍ତି । ମାନିହାରିର ସାକ୍ଷରତା ହାର ୪୪.୧୧% ଅଟେ । ଏହା ଜାତୀୟ ହାର ଠାରୁ ୨୦.୭୩% ପ୍ରତିଶତ କମ ଅଟେ । ସେଥିରୁ ୨୭.୭୧% ପ୍ରତିଶତ ପୁରୁଷ ଓ ୧୬.୩୯% ନାରୀ ଅଟନ୍ତି । ୧୮.୭୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ମାନିହାରିର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]