ମାନ୍ଦ୍ଲା

ଉଇକିପିଡ଼ିଆ ରୁ
(Mandla ରୁ ଲେଉଟି ଆସିଛି)
Jump to navigation Jump to search
Mandla
मण्डला
city
Garha Fort in Killa Ghat
Garha Fort in Killa Ghat
Mandla is the administrative headquarters of the Mandla district
Mandla is the administrative headquarters of the Mandla district
Mandla is located in Madhya Pradesh
Mandla
Mandla
Location in Madhya Pradesh, India
ଅବସ୍ଥିତି: 22°36′N 80°23′E / 22.6°N 80.38°E / 22.6; 80.38Coordinates: 22°36′N 80°23′E / 22.6°N 80.38°E / 22.6; 80.38
ଦେଶ India
ରାଜ୍ୟMadhya Pradesh
ଜିଲ୍ଲାMandla
ଉଚ୍ଚତା445 m (1,460 ft)
ଜନସଂଖ୍ୟା (2011)
 • ମୋଟ୪୯
ଭାଷା
 • ସରକାରୀHindi
IST (UTC+5:30)
ପିନ କୋଡ଼481661
ଗାଡ଼ି ପଞ୍ଜିକରଣMP 51
ୱେବସାଇଟwww.mandla.nic.in

ମାନ୍ଦ୍ଲା ଏକ ଭାରତୀୟ ନଗର ପଞ୍ଚାୟତ (Nagar Panchayat) ଅଟେ । ଏହା ମଧ୍ୟପ୍ରଦେଶର ମନ୍ଦ୍ଲ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ମାନ୍ଦ୍ଲା ୨୨.୫୯୯୭ ଉତ୍ତର ଅକ୍ଷାଂଶ ଓ ୮୦.୩୭୧୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାନ୍ଦ୍ଲା ସହରର ମୋଟ ଜନସଂଖ୍ୟା ୯୬୧୯ ଅଟେ ।[୨] ସେଥି ମଧ୍ୟରୁ ୫୦.୮୫% ଜଣ ପରୁଷ ହୋଇଥିବା ବେଳେ ୪୯.୧୫% ଜଣ ନାରୀ ଅଟନ୍ତି । ମାନ୍ଦ୍ଲାର ସାକ୍ଷରତା ହାର ୭୧.୪୮% ଅଟେ । ଏହା ଜାତୀୟ ହାର ଠାରୁ ୬.୬୪% ପ୍ରତିଶତ କମ ଅଟେ । ସେଥିରୁ ୪୦.୧୫% ପ୍ରତିଶତ ପୁରୁଷ ଓ ୩୧.୩୩% ନାରୀ ଅଟନ୍ତି । ୧୨.୩୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ମାନ୍ଦ୍ଲାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]