ମାନ୍ଦାୱା

ଉଇକିପିଡ଼ିଆ ରୁ
(Mandawa ରୁ ଲେଉଟି ଆସିଛି)
Jump to navigation Jump to search
Mandawa
मन्डावा
city
A haveli in Mandawa
A haveli in Mandawa
Mandawa is located in Rajasthan
Mandawa
Mandawa
Location in Rajasthan, India
ଅବସ୍ଥିତି: 28°03′N 75°09′E / 28.05°N 75.15°E / 28.05; 75.15Coordinates: 28°03′N 75°09′E / 28.05°N 75.15°E / 28.05; 75.15
ଦେଶ India
ରାଜ୍ୟRajasthan
ଜିଲ୍ଲାJhunjhunun
ଉଚ୍ଚତା316 m (1,037 ft)
ଜନସଂଖ୍ୟା (2001)
 • ମୋଟ୨୦,୭୧୭
ଭାଷା
 • ସରକାରୀHindi
IST (UTC+5:30)
ପିନ କୋଡ଼333704
ଗାଡ଼ି ପଞ୍ଜିକରଣRJ-18
Not to be confused with Mandwa, a village in Maharashtra.

ମାନ୍ଦାୱା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ରାଜସ୍ଥାନର ଝୁଞ୍ଝୁନୁନ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ମାନ୍ଦାୱା ୨୮.୦୫୬୧ ଉତ୍ତର ଅକ୍ଷାଂଶ ଓ ୭୫.୧୪୮୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୦୨୩ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାନ୍ଦାୱା ସହରର ମୋଟ ଜନସଂଖ୍ୟା ୨୦୭୧୭ ଅଟେ ।[୨] ସେଥି ମଧ୍ୟରୁ ୫୦.୯୩% ଜଣ ପରୁଷ ହୋଇଥିବା ବେଳେ ୪୯.୦୭% ଜଣ ନାରୀ ଅଟନ୍ତି । ମାନ୍ଦାୱାର ସାକ୍ଷରତା ହାର ୫୭.୭୩% ଅଟେ । ଏହା ଜାତୀୟ ହାର ଠାରୁ ୭.୧୧% ପ୍ରତିଶତ କମ ଅଟେ । ସେଥିରୁ ୩୫.୪୮% ପ୍ରତିଶତ ପୁରୁଷ ଓ ୨୨.୨୫% ନାରୀ ଅଟନ୍ତି । ୧୮.୩୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ମାନ୍ଦାୱାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]