ମାନାୱାର୍

ଉଇକିପିଡ଼ିଆ‌ରୁ
(Manawarରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Manawar
मनावर
city
ଦେଶ India
ରାଜ୍ୟMadhya Pradesh
ଜିଲ୍ଲାDhar
Elevation
180 m (590 ft)
Population
 (2011)
 • Total୩୦,୩୯୩
ଭାଷା
 • ସରକାରୀHindi
Time zoneUTC+5:30 (IST)
PIN

ମାନାୱାର୍ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ମଧ୍ୟପ୍ରଦେଶର ଧର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ମାନାୱାର୍ ୨୨.୨୩୫୭ ଉତ୍ତର ଅକ୍ଷାଂଶ ଓ ୭୫.୦୮୯୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାନାୱାର୍ ସହରର ମୋଟ ଜନସଂଖ୍ୟା ୨୫୪୬୦ ଅଟେ ।[୨] ସେଥି ମଧ୍ୟରୁ ୫୧.୬୧% ଜଣ ପରୁଷ ହୋଇଥିବା ବେଳେ ୪୮.୩୯% ଜଣ ନାରୀ ଅଟନ୍ତି । ମାନାୱାର୍ର ସାକ୍ଷରତା ହାର ୫୯.୨୩% ଅଟେ । ଏହା ଜାତୀୟ ହାରଠାରୁ ୫.୬୧% ପ୍ରତିଶତ କମ ଅଟେ । ସେଥିରୁ ୩୪.୦୩% ପ୍ରତିଶତ ପୁରୁଷ ଓ ୨୫.୨୦% ନାରୀ ଅଟନ୍ତି । ୧୫.୩୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ମାନାୱାର୍ର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]