ମକରନ୍ଦ ମୁଦୁଲି

ଉଇକିପିଡ଼ିଆ‌ରୁ
(Makaranda Muduliରୁ ଲେଉଟି ଆସିଛି)
ମକରନ୍ଦ ମୁଦୁଲି
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀଲାଲ ବିହାରୀ ହିମିରିକା
ନିର୍ବାଚନ ମଣ୍ଡଳୀରାୟଗଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1973-04-10) ୧୦ ଅପ୍ରେଲ ୧୯୭୩ (ବୟସ ୫୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱାଧୀନ
ସନ୍ତାନ
ବାପା/ବୋଉକହ୍ନାଇ ମୁଦୁଲି (ବାପା)
ବୃତ୍ତିରାଜନୀତିଜ୍ଞ

ମକରନ୍ଦ ମୁଦୁଲି (ଜନ୍ମ: ୧୦ ଅପ୍ରେଲ ୧୯୭୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାୟଗଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ମକରନ୍ଦ ମୁଦୁଲି ୧୯୭୩ ମସିହାର ଅପ୍ରେଲ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କହ୍ନାଇ ମୁଦୁଲି ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ମକରନ୍ଦ ମୁଦୁଲି ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Makaranda Muduli". odishaassembly.nic.in. Odisha Assembly. Retrieved 14 February 2022.

ବାହାର ଆଧାର[ସମ୍ପାଦନା]

  • ଉଇକିମିଡ଼ିଆ କମନ୍ସରେ Makaranda Muduli-ସମ୍ପର୍କିତ ମିଡ଼ିଆ