ମାଇହାର୍

ଉଇକିପିଡ଼ିଆ ରୁ
(Maihar ରୁ ଲେଉଟି ଆସିଛି)
Jump to navigation Jump to search
Maihar
मैहर
City
Maihar is located in Madhya Pradesh
Maihar
Maihar
Location in Madhya Pradesh, India
ଅବସ୍ଥିତି: 24°00′N 80°45′E / 24.00°N 80.75°E / 24.00; 80.75Coordinates: 24°00′N 80°45′E / 24.00°N 80.75°E / 24.00; 80.75
ଦେଶ India
ରାଜ୍ୟMadhya Pradesh
ଜିଲ୍ଲାSatna
ଉଚ୍ଚତା367 m (1,204 ft)
ଜନସଂଖ୍ୟା (2001)
 • ମୋଟ୪୦
ଭାଷା
 • ସରକାରୀHindi
IST (UTC+5:30)
ପିନ କୋଡ଼485771

ମାଇହାର୍ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ମଧ୍ୟପ୍ରଦେଶର ସତ୍ନ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ମାଇହାର୍ ୨୪.୨୬୪୫ ଉତ୍ତର ଅକ୍ଷାଂଶ ଓ ୮୦.୭୫୯୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୨୨୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାଇହାର୍ ସହରର ମୋଟ ଜନସଂଖ୍ୟା ୩୪୩୪୭ ଅଟେ ।[୨] ସେଥି ମଧ୍ୟରୁ ୫୨.୧୩% ଜଣ ପରୁଷ ହୋଇଥିବା ବେଳେ ୪୭.୮୭% ଜଣ ନାରୀ ଅଟନ୍ତି । ମାଇହାର୍ର ସାକ୍ଷରତା ହାର ୬୪.୩୪% ଅଟେ । ଏହା ଜାତୀୟ ହାର ଠାରୁ ୦.୫୦% ପ୍ରତିଶତ କମ ଅଟେ । ସେଥିରୁ ୩୭.୪୧% ପ୍ରତିଶତ ପୁରୁଷ ଓ ୨୬.୯୩% ନାରୀ ଅଟନ୍ତି । ୧୫.୩୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ମାଇହାର୍ର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]