Jump to content

ମହାରାଷ୍ଟ୍ରୀ କୋଙ୍କଣୀ

ଉଇକିପିଡ଼ିଆ‌ରୁ
(Maharashtri Konkaniରୁ ଲେଉଟି ଆସିଛି)
ମହାରାଷ୍ଟ୍ରୀ କୋଙ୍କଣୀ
Konkan Marathi
महाराष्ट्रीय कोंकणी
ମାତୃଭାଷା ଅଞ୍ଚଳଭାରତ
ଅଞ୍ଚଳକୋଙ୍କଣ
ମାତୃଭାଷୀ
[]
ଇଣ୍ଡୋ-ଇଉରୋପୀୟ
ବୋଲିଠାକ୍ରି, ପରାଭି, କୋଲି, କିରିସତାନ୍ୱ, କୁନ୍‌ବି, ଆଗ୍ରି, ଧାଙ୍ଗାରି, କରାଧି, ସଙ୍ଗମେଶ୍ୱରୀ, ବଙ୍କୋଟି, ମାଓଲି
ଦେବନାଗରୀ (ଅଧିକାରିକ), ଲାଟିନ, କନ୍ନଡ଼ା, ମାଲାୟଲମ ଓ ପର୍ସିଆନ୍
ଭାଷା କୋଡ୍
ISO ୬୩୯-୩knn
ଗ୍ଲୋଟୋଲୋଗkonk1267

ମହାରାଷ୍ଟ୍ରୀ କୋଙ୍କଣୀ ବା କୋଙ୍କଣ ମରାଠୀ, କୋଙ୍କଣ ଅଞ୍ଚଳର କୋଙ୍କଣ ଡିଭିଜନରେ କଥିତ କୋଙ୍କଣୀ ଉପଭାଷାର ଏକ ଗୋଷ୍ଠୀ ଅଟେ ।[] ଉପନିବେଶବାଦୀ ଯୁଗର ବ୍ରିଟିଶ ଭାରତୀୟ ଭାଷାବିତ୍ ଜର୍ଜ ଆବ୍ରାହମ ଗ୍ରିୟର୍ସନ ଏହି ଉପଭାଷାଗୁଡ଼ିକୁ କୋଙ୍କଣୀ ଭାଷା ଗୋଷ୍ଠୀ ମଧ୍ୟରେ ପାର୍ଥକ୍ୟ କରିବା ପାଇଁ ମରାଠୀର କୋଙ୍କଣ ମାନକ ଭାବରେ ସମ୍ବୋଧିତ କରିଥିଲେ ।[]

ଯେହେତୁ ଗୋଆନ୍ କୋଙ୍କଣୀ ଏବଂ କାନାରା କୋଙ୍କଣୀର ଭାଷାଭାଷୀମାନେ, ଯାହାକି କୋଙ୍କଣୀ ଉପଭାଷାର ଭିନ୍ନ ଭିନ୍ନ ସମୂହ ଅଟେ, ସେମାନଙ୍କ ଭାଷାକୁ କେବଳ "କୋଙ୍କଣୀ" ଭାବରେ ସମ୍ବୋଧିତ କରନ୍ତି, ମହାରାଷ୍ଟ୍ରୀୟ କୋଙ୍କଣୀ ପ୍ରାୟତଃ ଭୁଲବଶତଃ ଏହି ଉପଭାଷା ଗୋଷ୍ଠୀଗୁଡିକୁ ଅନ୍ତର୍ଭୁକ୍ତ କରିବା ପାଇଁ ବିସ୍ତାରିତ ହୁଏ ।

  1. ମହାରାଷ୍ଟ୍ରୀ କୋଙ୍କଣୀ at Ethnologue (18th ed., 2015)
  2. "Glottolog 4.4 - Konkan Marathi".
  3. Konkani Detailed Description — [permanent dead link]