Jump to content

ମଧ୍ୟ ପ୍ରଦେଶ ପୁନର୍ଗଠନ ଆଇନ, ୨୦୦୦

ଉଇକିପିଡ଼ିଆ‌ରୁ
(Madhya Pradesh Reorganisation Act, 2000ରୁ ଲେଉଟି ଆସିଛି)
ମଧ୍ୟ ପ୍ରଦେଶ ପୁନର୍ଗଠନ ଆଇନ, ୨୦୦୦
An Act to provide for the reorganisation of the existing State of Madhya Pradesh and for matters connected therewith
ଆଧାର[]
ନିୟମାକାରକଭାରତର ସଂସଦ
Date enacted୨୫ ଅଗଷ୍ଟ ୨୦୦୦
Status: In force
Chhattisgarh and Madhya Pradesh within India. ମାନଚିତ୍ରରେ ଲାଲ ଚିହ୍ନିତ ସମଗ୍ର ଅଞ୍ଚଳ ୨୦୦୦-ଆଇନ ପୂର୍ବରୁ ମଧ୍ୟ ପ୍ରଦେଶ ଥିଲା

ମଧ୍ୟ ପ୍ରଦେଶ ପୁନର୍ଗଠନ ଆଇନ, ୨୦୦୦, ଭାରତର ସଂସଦ ଦ୍ୱାରା ପାରିତ ହୋଇଥିବା ଏକ ଆଇନ ଯାହା ମଧ୍ୟ ପ୍ରଦେଶରୁ ଛତିଶଗଡ଼ ରାଜ୍ୟ ଗଠନକୁ ସମ୍ଭବ କରାଇଥିଲା ।[] ଏହି ଆଇନଟି ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱ ଥିବା ଏନ୍‌ଡିଏ ସରକାର ତାଙ୍କର ନିର୍ବାଚନୀ ପ୍ରତିଶୃତି ପୂରଣ ପାଇଁ ପ୍ରସ୍ତୁତ କରିଥିଲେ ।[]

ପରିବର୍ତ୍ତନ

[ସମ୍ପାଦନା]
ପ୍ରସଙ୍ଗ ପ୍ରାକ୍‌ ୨୦୦୦ ଆଇନ ସ୍ଥିତିରେ ମଧ୍ୟ ପ୍ରଦେଶରେ ସଂସଦ ଓ ବିଧାନ ସଭା ଆସନ ସଂଖ୍ୟା ପୁନର୍ଗଠନ ପରର ନୂତନ ସ୍ଥିତି
ମଧ୍ୟ ପ୍ରଦେଶ ଛତିଶଗଡ଼
ରାଜ୍ୟ ସଭାରେ ଆସନ ସଂଖ୍ୟା ୧୬ ୧୧
ଲୋକ ସଭାରେ ଆସନ ସଂଖ୍ୟା ୪୦ ୨୯ ୧୧
ବିଧାନ ସଭାରେ ଆସନ ସଂଖ୍ୟା ୩୨୦ ୨୩୦ ୯୦

ଉପରୋକ୍ତ ଆଇନ ପ୍ରକାରେ ଛତିଶଗଡ଼ ଉଚ୍ଚ ନ୍ୟାୟାଳୟ ମଧ୍ୟ ପ୍ରତିଷ୍ଠା ହେଲା ।

  1. "The Madhya Pradesh Reorganisation Act, 2000" (PDF). Retrieved 18 December 2020.
  2. "The Madhya Pradesh Reorganisation Act, 2000". indiankanoon.org. Retrieved 2025-04-22.
  3. "Chhattisgarh: quiet arrival". web.archive.org. 2004-05-04. Archived from the original on 2004-05-04. Retrieved 2025-04-22.{{cite web}}: CS1 maint: bot: original URL status unknown (link)