Jump to content

ମାଧବ ଥିଏଟର୍

ଉଇକିପିଡ଼ିଆ‌ରୁ
(Madhav Hallରୁ ଲେଉଟି ଆସିଛି)
ମାଧବ ଥିଏଟର୍
ମାଧବ ହଲ୍
ମାଧବ ସିନେମା ହଲ୍
General information
ଠିକଣାରାନ୍ଦିଆ, ଭଦ୍ରକ
ସହରଭଦ୍ରକ, ଓଡ଼ିଶା
ଦେଶଭାରତ

ମାଧବ ଥିଏଟର୍ ଓଡ଼ିଶାରେ ଥିବା ଏକ ସିନେମା ହଲ୍, ଯାହାକି ଭଦ୍ରକ ଜିଲ୍ଲାର ଏକମାତ୍ର ସକ୍ରିୟ ଥିବା ପ୍ରେକ୍ଷାଳୟ ଅଟେ ।[]

ଇତିହାସ ଓ ବର୍ତ୍ତମାନର ସ୍ଥିତି

[ସମ୍ପାଦନା]

ଏହି ସିନେମା ହଲ୍‌ଟି ଭଦ୍ରକ ସଦର ମହକୁମା ଠାରୁ ୪ କିଲୋମିଟର ଦୂର ରାନ୍ଦିଆ ଠାରେ ଅବସ୍ଥିତ । ଏହି ସିନେମା ହଲ୍‌ରେ ମୁଖ୍ୟତଃ ଓଡ଼ିଆ ଓ ହିନ୍ଦୀ କଥାଚିତ୍ର ନିୟମିତ ଭାବରେ ମୁକ୍ତିଲାଭ କରୁଛି ।

  1. "ଶୁଭମୁକ୍ତି କଲା ମୁଣ୍ଡପୋତା କେଳାଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର 'ଅପରାହ୍ନର ସୂର୍ଯ୍ୟ'". www.prameyanews7.com. Retrieved 2025-04-07.