ମଦନ ଜୈନ
ଦେଖଣା
(Madan Jainରୁ ଲେଉଟି ଆସିଛି)
ମଦନ ଜୈନ | |
|---|---|
| ଜାତୀୟତା | ଭାରତୀୟ |
| ବୃତ୍ତି | ଅଭିନେତା |
| ସକ୍ରିୟ ବର୍ଷ | ୧୯୮୦–୨୦୧୪ |
| ବୈବାହିକ-ସାଥୀ | ତୃପ୍ତି ଜୈନ |
ମଦନ ଜୈନ ଜଣେ ଭାରତୀୟ ଅଭିନେତା । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ପାଇଁ ଜଣାଶୁଣା । ସେ ସାରାଂଶ ଓ ଅଙ୍କୁଶ ଭଳି ଲୋକପ୍ରିୟ ହିନ୍ଦୀ କଥାଚିତ୍ରରେ କାମ କରିଛନ୍ତି ।[୧][୨]
ଅଭିନୟ ଜୀବନ
[ସମ୍ପାଦନା]କଥାଚିତ୍ର
[ସମ୍ପାଦନା]- ୧୯୮୦ ଆଲବର୍ଟ ପିଣ୍ଟୋ କୋ ଗୁସ୍ସା କ୍ୟୁଁ ଆତା ହୈ
- ୧୯୮୦ ଦି ନକ୍ସଲାଇଟ୍
- ୧୯୮୧ ପେହଲା ଅଧ୍ୟାୟ
- ୧୯୮୧ ସଜାୟେ ମୌତ୍
- ୧୯୮୧ ଚକ୍ର
- ୧୯୮୧ କଳିଯୁଗ – କୁଲକର୍ଣ୍ଣି
- ୧୯୮୨ ବିଜେତା
- ୧୯୮୩ ଅର୍ଦ୍ଧ ସତ୍ୟ
- ୧୯୮୩ ଗୋଦାମ – ଇନ୍ସପେକ୍ଟର ପାଟିଲ୍
- ୧୯୮୪ ପାର୍ଟି
- ୧୯୮୪ ମଶାଲ
- ୧୯୮୪ ସାରାଂଶ
- ୧୯୮୫ ଜନ୍ମ
- ୧୯୮୫ ଏକ୍ ଭୁଲ୍
- ୧୯୮୫ ଭୁଲାୟେ ନା ବନେ
- ୧୯୮୫ ସ୍କାଣ୍ଡାଲ୍
- ୧୯୮୬ ଅଙ୍କୁଶ
- ୧୯୮୬ ନାସମଝ୍
- ୧୯୮୭ ଠିକାନା
- ୧୯୮୭ କାଲ୍ ଚକ୍ର
- ୧୯୮୮ ଇନ୍ତେକାମ୍
- ୧୯୮୯ ୱାସ୍ତା
- ୧୯୯୦ ପ୍ରତିବନ୍ଧ
- ୧୯୯୦ ବଞ୍ଚିତ
- ୧୯୯୧ ମିଲନ୍ କୀ ଆଗ୍
- ୧୯୯୨ ବେନାମ ରିସ୍ତେ
- ୧୯୯୫ ଆନ୍ଦୋଲନ୍
- ୧୯୯୫ ଗଡ୍ ଆଣ୍ଡ୍ ଗନ୍
- ୧୯୯୫ ଗୁଣ୍ଡାରାଜ
- ୧୯୯୫ ଏକ୍ କା ଜୱାବ ଦୋ
- ୧୯୯୬ ବିଜେତା
- ୧୯୯୭ ଅନ୍ୟାୟ ହି ଅନ୍ୟାୟ
- ୧୯୯୮ ଜଖମ
- ୧୯୯୯ ସଂଘର୍ଷ
- ୨୦୦୧ ୟେ ରାସ୍ତେ ହୈଁ ପ୍ୟାର୍ କେ
- ୨୦୦୨ କ୍ରାନ୍ତି
- ୨୦୦୨ କୁଛ୍ ତୁମ୍ କହୋ କୁଛ୍ ହମ୍ କହେଁ
- ୨୦୦୫ ପେଜ୍ ୩
- ୨୦୦୮ ଗୁମ୍ନାମ୍: ଦି ମିଷ୍ଟ୍ରି
- ୨୦୧୩ ହାନୀ
- ୨୦୧୪ ହାର୍ଟଲେସ
ଟେଲିଭିଜନ
[ସମ୍ପାଦନା]- ୧୯୯୨ ଖାଲି ହାତ୍
- ୧୯୯୬ ଅମର୍ ପ୍ରେମ୍
- ୧୯୯୫-୨୦୦୧ ଆହାଟ୍
- ୧୯୯୮-୨୦୧୮ ସିଆଇଡି
- ୨୦୧୧ ତାରକ ମେହତା କା ଉଲ୍ଟା ଚଷମା
ଆଧାର
[ସମ୍ପାଦନା]- ↑ "We never thought Saaransh would become such a huge success". Rediff.com. Retrieved 29 March 2018.
- ↑ "On the edge". Indian Express. The Indian Express ltd. Retrieved 29 March 2018.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମଦନ ଜୈନ