ମାକେର୍ଲା

ଉଇକିପିଡ଼ିଆ ରୁ
(Macherla ରୁ ଲେଉଟି ଆସିଛି)
Jump to navigation Jump to search
Macherla
మాచెర్ల
Town
250px
Macherla is located in Andhra Pradesh
Macherla
Macherla
Location in Andhra Pradesh, India
ଅବସ୍ଥିତି: 16°29′N 79°26′E / 16.48°N 79.43°E / 16.48; 79.43Coordinates: 16°29′N 79°26′E / 16.48°N 79.43°E / 16.48; 79.43
CountryIndia
StateAndhra Pradesh
DistrictGuntur
କ୍ଷେତ୍ରଫଳ [୧]
 • ମୋଟ km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres)
ଉଚ୍ଚତା136 m (446 ft)
ଜନସଂଖ୍ୟା (2011)[୨][୧]
 • ମୋଟ୫୭,୨୯୦
 • ଘନତା/km2 (11,000/sq mi)
Languages
 • OfficialTelugu
IST (UTC+5:30)
ପିନ କୋଡ଼522426
Telephone code08642


ମାକେର୍ଲା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଗୁନ୍ତୁର୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ମାକେର୍ଲା ୧୬.୪୮୩୩ ଉତ୍ତର ଅକ୍ଷାଂଶ ଓ ୭୯.୪୩୩୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୩]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାକେର୍ଲା ସହରର ମୋଟ ଜନସଂଖ୍ୟା ୪୯୧୧୩ ଅଟେ ।[୪] ସେଥି ମଧ୍ୟରୁ ୫୦.୩୮% ଜଣ ପରୁଷ ହୋଇଥିବା ବେଳେ ୪୯.୬୨% ଜଣ ନାରୀ ଅଟନ୍ତି । ମାକେର୍ଲାର ସାକ୍ଷରତା ହାର ୫୮.୫୨% ଅଟେ । ଏହା ଜାତୀୟ ହାର ଠାରୁ ୬.୩୨% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୪.୨୨% ପ୍ରତିଶତ ପୁରୁଷ ଓ ୨୪.୩୦% ନାରୀ ଅଟନ୍ତି । ୧୨.୭୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

ଭାଷା[ସମ୍ପାଦନା]

ତେଲୁଗୁ ମାକେର୍ଲାର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ "District Census Handbook - Guntur" (PDF). Census of India. p. 46. Retrieved 18 January 2015.
  2. "Census 2011". The Registrar General & Census Commissioner, India. Retrieved 25 July 2014. line feed character in |publisher= at position 5 (help)
  3. "Directory of Cities, Towns, and Regions in India". Retrieved 27 September 2015.
  4. ୪.୦ ୪.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]