ଲୋନାର୍

ଉଇକିପିଡ଼ିଆ‌ରୁ
(Lonarରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Lonar
लोणार
city
Lonar crater
Lonar crater
ଦେଶ India
ରାଜ୍ୟMaharashtra
ଜିଲ୍ଲାBuldana
Elevation
563 m (1,847 ft)
Population
 (2001)
 • Total୨୦,୦୮୨
ଭାଷା
 • ସରକାରୀMarathi
Time zoneUTC+5:30 (IST)

ଲୋନାର୍ ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ବୁଲ୍ଦନ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଲୋନାର୍ ୧୯.୯୮୫୦ ଉତ୍ତର ଅକ୍ଷାଂଶ ଓ ୭୬.୫୨୧୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୯୦୯ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଲୋନାର୍ ସହରର ମୋଟ ଜନସଂଖ୍ୟା ୨୦୦୮୨ ଅଟେ ।[୨] ସେଥି ମଧ୍ୟରୁ ୫୧.୭୦% ଜଣ ପରୁଷ ହୋଇଥିବା ବେଳେ ୪୮.୩୦% ଜଣ ନାରୀ ଅଟନ୍ତି । ଲୋନାର୍ର ସାକ୍ଷରତା ହାର ୬୬.୪୧% ଅଟେ । ଏହା ଜାତୀୟ ହାରଠାରୁ ୧.୫୭% ପ୍ରତିଶତ କମ ଅଟେ । ସେଥିରୁ ୩୮.୩୭% ପ୍ରତିଶତ ପୁରୁଷ ଓ ୨୮.୦୪% ନାରୀ ଅଟନ୍ତି । ୧୫.୫୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ମରାଠୀ ଲୋନାର୍ର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]