ଲୋକନାଥ ରାୟ

ଉଇକିପିଡ଼ିଆ‌ରୁ
(Lokanath Raiରୁ ଲେଉଟି ଆସିଛି)
ଲୋକନାଥ ରାୟ
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀରାଜେନ୍ଦ୍ର ନାରାୟଣ ସିଂହ ଦେଓ
ପର ଅଧିକାରୀଅଚ୍ୟୁତାନନ୍ଦ ମହାନନ୍ଦ
ନିର୍ବାଚନ ମଣ୍ଡଳୀକଣ୍ଟାବାଞ୍ଝି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1931-05-19)୧୯ ମଇ ୧୯୩୧
ମୃତ୍ୟୁ୨୦ ଅଗଷ୍ଟ ୧୯୭୭(1977-08-20) (ବୟସ ୪୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀଅମୃତା ରାୟ
ବାପା/ବୋଉଗ୍ରେସନ ରାୟ (ବାପା‌)
ବୃତ୍ତିରାଜନୀତିଜ୍ଞ

ଲୋକନାଥ ରାୟ (୧୯ ମଇ ୧୯୩୧ - ୨୦ ଅଗଷ୍ଟ ୧୯୭୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଣ୍ଟାବାଞ୍ଝି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବା ଓ ଶିକ୍ଷା[ସମ୍ପାଦନା]

ଲୋକନାଥ ରାୟ ୧୯୩୧ ମସିହାର ମଇ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗ୍ରେସନ ରାୟ ଓ ପତ୍ନୀଙ୍କ ନାମ ଅମୃତା ରାୟ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଲୋକନାଥ ରାୟ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଲୋକନାଥ ରାୟ ୧୯୭୭ ମସିହାର ଅଗଷ୍ଟ ୨୦ ତାରିଖରେ ୪୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Lokanath Rai". odishaassembly.nic.in. Odisha Assembly. Retrieved 11 October 2021.