Jump to content

ସାନ୍ତାଳୀ ଭାଷାରେ ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତାମାନଙ୍କ ତାଲିକା

ଉଇକିପିଡ଼ିଆ‌ରୁ
(List of Sahitya Akademi Award winners for Santhaliରୁ ଲେଉଟି ଆସିଛି)
ସାହିତ୍ୟ ଏକାଡେମୀ ପୁରସ୍କାର (ସାନ୍ତାଳୀ ଭାଷା)
ଦାତାସାହିତ୍ୟ ଏକାଡେମୀ
ଦେଶଭାରତ
ପ୍ରଥମ ପୁରସ୍କାର୨୦୦୫
ଶେଷ ପୁରସ୍କାର୨୦୧୮

ସାନ୍ତାଳୀ ଭାଷାରେ ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଲେଖକଲେଖିକାମାନଙ୍କ ତାଲିକା ।

ବିଜେତା

[ସମ୍ପାଦନା]

୨୦୦୫ ମସିହାରୁ ସାହିତ୍ୟ ଏକାଡେମୀ ନୂଆ ଦିଲ୍ଲୀ ତରଫରୁ ଦିଆଯାଇଥିବା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାନ୍ତାଳୀ ଲେଖକ ମାନଙ୍କର  ତାଲିକା ।[]


ବର୍ଷ
ପୁସ୍ତକ
ଲେଖକ
୨୦୧୯ ଶିଶିରଜଲୀ କାଳିଚରଣ ହେମ୍ବ୍ରମ[]
୨୦୧୭ ତାହେନାଞ୍ଜ୍ ତାଙ୍ଗିରେ (କବିତା) ଭୁଜଙ୍ଗ ଟୁଡୁ[]
୨୦୧୮
ନାଲହା (କବିତା) ଗୋବିନ୍ଦ ଚନ୍ଦ୍ର ମାଝୀ
୨୦୧୫
ପା଼ର୍ସି ଖାତିର୍ (ନାଟକ) ରବିଲାଲ୍ ଟୁଡୁ
୨୦୧୪
ମାଲା ମୁଦାମ୍ (ନାଟକ) ଜାମାଦାର କିସ୍କୁ
୨୦୧୩ ଚାଁଦୋ ବୋଁଗା (କବିତା) ଅର୍ଜୁନ ଚରଣ ହେମ୍ବ୍ରମ୍
୨୦୧୨ ବାଞ୍ଚାୱାକାନ୍ ଗୋଜ୍ ହୋଳ୍ (କ୍ଷୁଦ୍ରଗଳ୍ପ) ଗୋଙ୍ଗାଧର ହାଁସଦାଃ
୨୦୧୧
ବାଞ୍ଚାୱ ଲା଼ଳହା଼ୟ୍ (କବିତା) ଆଦିତ୍ୟ କୁମର ମାଣ୍ଡି
୨୦୧୦ ରାହି ରାୱାଁଃ କାନ୍ (ନାଟକ) ଭଗ୍ଲା ସରେନ୍
୨୦୦୯ ସାୟ୍ ସାହେଦ୍ (କବିତା) ଦମୟନ୍ତୀ ବେସ୍ରା
୨୦୦୮ ମା଼ନ୍ମୀ (କ୍ଷୁଦ୍ରଗଳ୍ପ) ବାଦଲ ହେମ୍ବ୍ରମ୍
୨୦୦୭ ଚେଦରେ ଚେକାୟେନା (ନାଟକ) ଖେରୱାଳ୍ ସରେନ୍
୨୦୦୬ ଗୁରୁ ଗୋମକେ ପଣ୍ଡେତ ରାଘୁନାଥ ମୁର୍ମୁ (ଜୀବନୀ) ରାମ ଚନ୍ଦ୍ର୍ ମୁର୍ମୁ
୨୦୦୫ ଭାବନା (କବିତା) ଯଦୁମଣି ବେସ୍ରା

ଅନୁବାଦ ପୁରସ୍କାର ସମ୍ମାନିତ ଲେଖକ

[ସମ୍ପାଦନା]

ବାଳ ସାହିତ୍ୟ ପୁରସ୍କାର ସମ୍ମାନିତ ଲେଖକ

[ସମ୍ପାଦନା]

ଯୁବ ପୁରସ୍କାର ସମ୍ମାନିତ ଲେଖକ

[ସମ୍ପାଦନା]

ସାହିତ୍ୟ ଏକଡେମୀ ୨୦୧୧ରୁ ଯୁବ ଲେଖକମାନଙ୍କ ପାଇଁ ଏକ ନୂତନ ପୁରସ୍କାର ପ୍ରଦାନ ଆରମ୍ଭ କରିଥିଲେ । ଏହି ପୁରସ୍କର ବିଜେତାମାନେ ହେଲେ :[]

ବର୍ଷଲେଖକକୃତୀଶୈଳୀ
୨୦୧୧ସତୀଲାଲ ମୁର୍ମୁଜାଗରଣକବିତା–ସଂଗ୍ରହ
୨୦୧୨ଶ୍ୟାମ ଚରଣ ଟୁଡୁଜାଲାଦାକ୍କବିତା–ସଂଗ୍ରହ
୨୦୧୩ଲାଲଚାନ୍ଦ ସରେନତିରଙ୍ଗକବିତା–ସଂଗ୍ରହ
୨୦୧୪ଆନପା ମାରାଣ୍ଡିନାମାଲକବିତା–ସଂଗ୍ରହ
୨୦୧୫ସୁଚିତ୍ରା ହାଁସଦାଃବେଳା ଆହଲାକବିତା
୨୦୧୬ପରିମଲ୍ ହାଁସଦାଃଧୁଆଁ ଓଟାଂଅଗ୍ କାନ୍କବିତା
୨୦୧୭ମାଇନୋ ଟୁଡୁମାର୍ସାଲ ଡାହାରକବିତା–ସଂଗ୍ରହ
୨୦୧୮ରାନୀ ମୁର୍ମୁ []ହପୋନ୍ ମାଇୟାଃ କୁକମୁକ୍ଷୁଦ୍ର-ଗଳ୍ପ
  1. "Akademi Awards (1955-2015)". Sahitya Akademi. Archived from the original on 4 March 2016. Retrieved 4 March 2016.
  2. "Press Release Sahitya Akademy 10/12/2019" (PDF). sahitya-akademi.gov.in/. Sahitya Akademy. Retrieved 26 February 2020.
  3. http://sahitya-akademi.gov.in/sahitya-akademi/awards/akademi%20samman_suchi.jsp#SANTHALI
  4. "ସାହିତ୍ୟ ଏକଡେମୀ ଯୁବ ପୁରସ୍କାର (2011–2017)". ସାହିତ୍ୟ ଏକଡେମୀ. २६ जुलाई २०१७. Retrieved ८ सितम्बर २०१७. {{cite web}}: Check date values in: |accessdate= and |date= (help)
  5. "ଆର୍କାଇଭ୍ କପି". Archived from the original on 2018-07-16. Retrieved 2018-07-16. {{cite web}}: Cite has empty unknown parameter: |1= (help)