Jump to content

ଲିଙ୍କୋମାଇସିନ

ଉଇକିପିଡ଼ିଆ‌ରୁ
(Lincomycinରୁ ଲେଉଟି ଆସିଛି)
ଲିଙ୍କୋମାଇସିନ
Ball-and-stick model of lincomycin
Clinical data
Trade namesLincocin, Biocine, others
AHFS/Drugs.commonograph
MedlinePlusa609005
Pregnancy
category
  • US: C (Risk not ruled out)
    Routes of
    administration
    IM/IV
    Legal status
    Legal status
    Pharmacokinetic data
    BioavailabilityN/A
    Elimination half-life5.4 ± 1.0 h after IM or IV administration
    Excretionrenal and biliary
    Identifiers
    • (2S,4R)-N-[(1R,2R)-2-Hydroxy-1-[(2R,3R,4S,5R,6R)-3,4,5-trihydroxy-6-(methylsulfanyl)oxan-2-yl]propyl]-1-methyl-4-propylpyrrolidine-2-carboxamide
    ECHA InfoCard100.005.296 Edit this at Wikidata
    Chemical and physical data
    FormulaC18H34N2O6S
    Molar mass୪୦୬.୫୪ g·mol−1
    3D model (JSmol)
    • O=C(N[C@@H]([C@H]1O[C@H](SC)[C@H](O)[C@@H](O)[C@H]1O)[C@H](O)C)[C@H]2N(C)C[C@H](CCC)C2
    • InChI=1S/C18H34N2O6S/c1-5-6-10-7-11(20(3)8-10)17(25)19-12(9(2)21)16-14(23)13(22)15(24)18(26-16)27-4/h9-16,18,21-24H,5-8H2,1-4H3,(H,19,25)/t9-,10-,11+,12-,13+,14-,15-,16-,18-/m1/s1 checkY
    • Key:OJMMVQQUTAEWLP-KIDUDLJLSA-N checkY
      (verify)

    ଲିଙ୍କୋମାଇସିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଲିଙ୍କୋସିନ, ଏକ ଆଣ୍ଟିବାୟୋଟିକ ଔଷଧ ଯାହା ସ୍ଟାଫିଲୋକୋକାଇ ଓ ସ୍ଟ୍ରେପ୍ଟୋକୋକାଇ ଜୀବାଣୁ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଅନ୍ୟ କୋଣସି ବିକଳ୍ପ ଔଷଧ ଉପଯୁକ୍ତ ନ ହେଲେ ଏହା ଅବଶେଷରେ ବ୍ୟବହାର କରିବାକୁ ସୁପାରିଶ କରାଯାଏ ।[] ଏହା ମାଂସପେଶୀ କିମ୍ବା ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଲ ଝାଡ଼ା, ରାସ, ଗଲୁ, ମାଂସପେଶୀ ଯନ୍ତ୍ରଣା, କାନନାଦ ଏବଂ ବିଶ୍ୱ ଘୂର୍ଣ୍ଣନ ଭଳି ଅନୁଭବ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, କ୍ଲୋସ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ, ପାନସାଇଟୋପେନିଆ ବା ନିମ୍ନ ରକ୍ତ କଣିକା ସ୍ତର ଏବଂ ଯକୃତ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ।[] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ଏକ ଲିଙ୍କୋସାମାଇଡ, ଯାହା କ୍ଲିଣ୍ଡାମାଇସିନ ତୁଳନାରେ ସମାନ କିନ୍ତୁ କମ୍ ପ୍ରଭାବଶାଳୀ ।[]

    ୧୯୬୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଲିଙ୍କୋମାଇସିନ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ୬୦୦ମିଗ୍ରା ବିଶିଷ୍ଟ ୧୦ ମାତ୍ରାର ମୂଲ୍ୟ ୨୦୨୧ ମସିହାର ୨୮୦ ଡଲାର ଥିଲା ।[] ଏହା ଷ୍ଟ୍ରେପ୍ଟୋମାଇସେସ ଲିଙ୍କୋଲନେନସିସରୁ ତିଆରି ।[]

    1. 1 2 3 4 5 6 7 8 9 "Lincomycin Monograph for Professionals". Drugs.com (in ଇଂରାଜୀ). Archived from the original on 27 January 2021. Retrieved 23 November 2021.
    2. "Lincomycin Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 16 January 2021. Retrieved 23 November 2021.