ଲିମ୍ବିଡ଼ି

ଉଇକିପିଡ଼ିଆ‌ରୁ
(Limbdiରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Limbdi
city
ଦେଶ India
ରାଜ୍ୟGujarat
ଜିଲ୍ଲାSurendranagar
Elevation
53 m (174 ft)
Population
 (2011)
 • Total୪୨,୭୬୯
ଭାଷା
 • ସରକାରୀGujarati, Hindi
Time zoneUTC+5:30 (IST)
PIN

ଲିମ୍ବିଡ଼ି ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଗୁଜରାଟର ସୁରେନ୍ଦ୍ର‌‌ନଗର ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଲିମ୍ବିଡ଼ି ୨୨.୫୬୫୧ ଉତ୍ତର ଅକ୍ଷାଂଶ ଓ ୭୧.୮୧୦୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୭ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଲିମ୍ବିଡ଼ି ସହରର ମୋଟ ଜନସଂଖ୍ୟା ୪୦୦୬୭ ଅଟେ ।[୨] ସେଥି ମଧ୍ୟରୁ ୫୧.୯୮% ଜଣ ପରୁଷ ହୋଇଥିବା ବେଳେ ୪୮.୦୨% ଜଣ ନାରୀ ଅଟନ୍ତି । ଲିମ୍ବିଡ଼ିର ସାକ୍ଷରତା ହାର ୭୦.୪୦% ଅଟେ । ଏହା ଜାତୀୟ ହାରଠାରୁ ୫.୫୬% ପ୍ରତିଶତ କମ ଅଟେ । ସେଥିରୁ ୪୦.୬୧% ପ୍ରତିଶତ ପୁରୁଷ ଓ ୨୯.୭୯% ନାରୀ ଅଟନ୍ତି । ୧୨.୧୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ଗୁଜରାଟୀ ଲିମ୍ବିଡ଼ିର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]