Jump to content

ଲେନଭାଟିନିବ

ଉଇକିପିଡ଼ିଆ‌ରୁ
(Lenvatinibରୁ ଲେଉଟି ଆସିଛି)
ଲେନଭାଟିନିବ
Clinical data
Trade namesLenvima, Kisplyx, others
SynonymsE7080
AHFS/Drugs.commonograph
data
Pregnancy
category
  • AU: D
    Routes of
    administration
    By mouth
    Legal status
    Legal status
    • AU: S4 (Prescription only)
    • US: ℞-only
    • EU: Rx-only
    Pharmacokinetic data
    Bioavailability85% (estimated)
    Protein binding98–99%
    MetabolismCYP3A4, aldehyde oxidase, non-enzymatic
    MetabolitesDesmethyl-lenvatinib (M2) and others
    Elimination half-life28 hours
    Excretion~65% feces, 25% urine
    Identifiers
    • 4-[3-Chloro-4-(cyclopropylcarbamoylamino)phenoxy]-7-methoxy-quinoline-6-carboxamide
    Chemical and physical data
    FormulaC21H19ClN4O4
    Molar mass୪୨୬.୮୬ g·mol−1
    3D model (JSmol)
    • C4CC4NC(=O)Nc3ccc(cc3Cl)Oc1ccnc(cc2OC)c1cc2C(=O)N
    • InChI=1S/C21H19ClN4O4/c1-29-19-10-17-13(9-14(19)20(23)27)18(6-7-24-17)30-12-4-5-16(15(22)8-12)26-21(28)25-11-2-3-11/h4-11H,2-3H2,1H3,(H2,23,27)(H2,25,26,28) checkY
    • Key:WOSKHXYHFSIKNG-UHFFFAOYSA-N checkY
      (verify)

    ଲେନଭାଟିନିବ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଲେନଭିମା, ଏକ ଔଷଧ ଯାହା କେତେକ ପ୍ରକାରର ଥାଇରଏଡ କର୍କଟ, ବୃକ୍‌କୀୟ ଜୀବକୋଷ କର୍କଟ ଏବଂ ହେପାଟୋସେଲୁଲାର୍ କର୍କଟ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ଥାଇରଏଡ୍ କର୍କଟ ପାଇଁ, ଯେତେବେଳେ ରେଡିଓଆକ୍ଟିଭ୍ ଆୟୋଡିନ୍ ପ୍ରଭାବଶାଳୀ ହୁଏନି, ସେତେବେଳେ ଏହା ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ, ତରଳ ଝାଡ଼ା, ଓଜନ ହ୍ରାସ, ଅଇ, ପାଟିରେ ପ୍ରଦାହ, ମୁଣ୍ଡବିନ୍ଧା ଏବଂ ରାସ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍‌କ ସମସ୍ୟା, ହୃଦ୍‌ପାତ, ରକ୍ତ ଜମାଟ ବାନ୍ଧିବା, ମସ୍ତିଷ୍କରେ ରକ୍ତସ୍ରାବ ଏବଂ ଯକୃତ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ଏକ ଟାଇରୋସିନ୍ କାଇନେଜ ଇନହିବିଟର ଯାହା ଭିଇଜିଏଫଆର୧, ଭିଇଜିଏଫଆର୨ ଏବଂ ଭିଇଜିଏଫଆର୩ (VEGFR1, VEGFR2 ଏବଂ VEGFR3) ବିରୁଦ୍ଧରେ କାମ କରେ ।[]

    ୨୦୧୫ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଲେନଭାଟିନିବ ଅନୁମୋଦିତ ହୋଇଥିଲା [] [] ଯୁକ୍ତରାଷ୍ଟ୍ରରେ ଦୈନିକ ୧୦ ମିଗ୍ରା ବିଶିଷ୍ଟ ଏକ ମାସର ଏହି ଔଷଧର ମୂଲ ୨୦୨୧ ମସିହାର ପ୍ରାୟ ୨୧,୩୦୦ ଡଲାର ଥିଲା ।[]

    1. 1 2 3 4 "Lenvima". Archived from the original on 24 June 2021. Retrieved 21 November 2021.
    2. BNF 81: March-September 2021. BMJ Group and the Pharmaceutical Press. 2021. p. 1033. ISBN 978-0857114105.
    3. 1 2 3 4 5 "Lenvatinib Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 21 November 2021.
    4. "Lenvima Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 16 January 2021. Retrieved 21 November 2021.