ଲାଲଗୁଡି

ଉଇକିପିଡ଼ିଆ ରୁ
(Lalgudi ରୁ ଲେଉଟି ଆସିଛି)
Jump to navigation Jump to search
Lalgudi (Thiruthavathurai [୧])
லால்குடி (திருத்தவத்துறை [୨])
town
Lalgudi (Thiruthavathurai [୧]) is located in Tamil Nadu
Lalgudi (Thiruthavathurai [୧])
Lalgudi (Thiruthavathurai [୧])
Location in Tamil Nadu, India
ଅବସ୍ଥିତି: 10°52′N 78°50′E / 10.87°N 78.83°E / 10.87; 78.83Coordinates: 10°52′N 78°50′E / 10.87°N 78.83°E / 10.87; 78.83
Country India
State , RegionTamil Nadu , Chola Nadu
DistrictTiruchirapalli
DivisionLalgudi division
TalukLalgudi taluk
State Assembly ConstituencyLalgudi (1952 onwards)
Lok Sabha ConstituencyPerambalur since 2009
ନାମରେ ନାମିତred colour temple tower during 12th century
ସରକାର
 • ପ୍ରକାରtown
 • ପରିଚାଳନାtown panchayat
ଉଚ୍ଚତା57 m (187 ft)
ଜନସଂଖ୍ୟା (2001)
 • ମୋଟ୨୩
Languages
 • OfficialTamil
IST (UTC+5:30)
Telephone code0431
ଗାଡ଼ି ପଞ୍ଜିକରଣTN-48
ୱେବସାଇଟlalgudi.org


ଲାଲଗୁଡି ଏକ ଭାରତୀୟ ସହର ପଞ୍ଚାୟତ (Town Panchayat) ଅଟେ । ଏହା ତାମିଲନାଡୁର ତିରୁଚିରପ୍ପଲ୍ଲି ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଲାଲଗୁଡି ୧୦.୮୭୦୭ ଉତ୍ତର ଅକ୍ଷାଂଶ ଓ ୭୮.୮୨୦୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୯୩ ଫୁଟ ଉଚ୍ଚତାରେ ରହିଛି ।[୩]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଲାଲଗୁଡି ସହରର ମୋଟ ଜନସଂଖ୍ୟା ୨୧୨୦୪ ଅଟେ ।[୪] ସେଥି ମଧ୍ୟରୁ ୪୯.୯୮% ଜଣ ପରୁଷ ହୋଇଥିବା ବେଳେ ୫୦.୦୨% ଜଣ ନାରୀ ଅଟନ୍ତି । ଲାଲଗୁଡିର ସାକ୍ଷରତା ହାର ୮୦.୭୨% ଅଟେ । ଏହା ଜାତୀୟ ହାର ଠାରୁ -୧୫.୮୮% ପ୍ରତିଶତ କମ ଅଟେ । ସେଥିରୁ ୪୨.୮୬% ପ୍ରତିଶତ ପୁରୁଷ ଓ ୩୭.୮୭% ନାରୀ ଅଟନ୍ତି । ୯.୫୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

ଭାଷା[ସମ୍ପାଦନା]

ତାମିଲ ଲାଲଗୁଡିର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Saptharishi Temple". Retrieved August 3, 2014.
  2. "Saptharishi Temple". Retrieved August 3, 2014.
  3. "Directory of Cities, Towns, and Regions in India". Retrieved 27 September 2015.
  4. ୪.୦ ୪.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]