ଲାଲ ମୋହନ ନାୟକ

ଉଇକିପିଡ଼ିଆ‌ରୁ
(Lal Mohan Nayakରୁ ଲେଉଟି ଆସିଛି)
ଲାଲ ମୋହନ ନାୟକ
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୩
ପୂର୍ବ ଅଧିକାରୀଦୁର୍ଗା ଚରଣ ନାୟକ
ପର ଅଧିକାରୀଘନଶ୍ୟାମ ହେମ୍ବ୍ରମ
ନିର୍ବାଚନ ମଣ୍ଡଳୀଜଶୀପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1942-04-11)ଅପ୍ରେଲ ୧୧, ୧୯୪୨
ମୃତ୍ୟୁ୧୩ ନଭେମ୍ବର ୧୯୯୯(1999-11-13) (ବୟସ ୫୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳକଂଗ୍ରେସ
ଜୀବନ ସାଥୀକେସିନୀ ନାୟକ
ବାପା/ବୋଉଶ୍ୟାମଘନ ନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

ଲାଲ ମୋହନ ନାୟକ (୧୧ ଅପ୍ରେଲ ୧୯୪୨ - ୧୩ ନଭେମ୍ବର ୧୯୯୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଲାଲ ମୋହନ ଓଡ଼ିଶା ରାଜନୀତିରେ କଂଗ୍ରେସ ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଜଶୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଲାଲ ମୋହନ ନାୟକ ୧୯୪୨ ମସିହାର ଅପ୍ରେଲ ମାସ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶ୍ୟାମଘନ ନାୟକ ଏବଂ ତାଙ୍କ ପତ୍ନୀଙ୍କ ନାମ କେସିନୀ ନାୟକ ।[୧] ବିମଳଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକୋତ୍ତର ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଲାଲ ମୋହନ ଓଡ଼ିଶା ରାଜନୀତିରେ କଂଗ୍ରେସ ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଲାଲ ମୋହନ ନାୟକ ୧୯୯୯ ମସିହାର ନଭେମ୍ବର ମାସ ୧୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Shri Lal Mohan Nayak". odishaassembly.nic.in. Odisha Assembly. Retrieved 3 October 2019.