ଲାଦ୍ୱା
(Ladwaରୁ ଲେଉଟି ଆସିଛି)
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Ladwa
लाडवा | |
---|---|
Town | |
Country | India |
State | Haryana |
District | Kurukshetra |
Elevation | 209 m (686 ft) |
Population (2011) | |
• Total | ୨୮,୮୮୭ |
Languages | |
• Official | Hindi |
Time zone | UTC+5:30 (IST) |
PIN | 136132 |
Telephone code | 01744 |
ଯାନବାହାନ ପଞ୍ଚୀକରଣ | HR 07 |
Sex ratio | 1.133 males/female ♂/♀ |
Website | haryana |
ଲାଦ୍ୱା ଏକ ଭାରତୀୟ ପୌର କମିଟି (Municipal Committee) ଅଟେ । ଏହା ହରିଆଣାର କୁରୁକ୍ଶେତ୍ର ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି[ସମ୍ପାଦନା]
ଲାଦ୍ୱା ୨୯.୯୯୩୮ ଉତ୍ତର ଅକ୍ଷାଂଶ ଓ ୭୭.୦୪୪୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ତହସିଲ[ସମ୍ପାଦନା]
ଗାଁ[ସମ୍ପାଦନା]
ଶିକ୍ଷା[ସମ୍ପାଦନା]
ବେସରକାରୀ ବିଦ୍ୟାଳୟ[ସମ୍ପାଦନା]
ସରକାରୀ ବିଦ୍ୟାଳୟ[ସମ୍ପାଦନା]
କଲେଜ ଓ ବିଶ୍ୱବିଦ୍ୟାଳୟ[ସମ୍ପାଦନା]
ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଲାଦ୍ୱା ସହରର ମୋଟ ଜନସଂଖ୍ୟା ୨୨୪୩୯ ଅଟେ ।[୨] ସେଥି ମଧ୍ୟରୁ ୫୩.୪୫% ଜଣ ପରୁଷ ହୋଇଥିବା ବେଳେ ୪୬.୫୫% ଜଣ ନାରୀ ଅଟନ୍ତି । ଲାଦ୍ୱାର ସାକ୍ଷରତା ହାର ୭୦.୮୫% ଅଟେ । ଏହା ଜାତୀୟ ହାରଠାରୁ -୬.୦୧% ପ୍ରତିଶତ କମ ଅଟେ । ସେଥିରୁ ୪୦.୨୩% ପ୍ରତିଶତ ପୁରୁଷ ଓ ୩୦.୬୩% ନାରୀ ଅଟନ୍ତି । ୧୨.୨୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଯାତାୟତ[ସମ୍ପାଦନା]
ରେଳପଥ[ସମ୍ପାଦନା]
ସଡକ[ସମ୍ପାଦନା]
ବିମାନ ବନ୍ଦର[ସମ୍ପାଦନା]
ଭାଷା[ସମ୍ପାଦନା]
ହିନ୍ଦୀ ଲାଦ୍ୱାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.