Jump to content

କୁନ୍ଦୁରୁ ରଘୁବୀର

ଉଇକିପିଡ଼ିଆ‌ରୁ
(Kunduru Raghuveerରୁ ଲେଉଟି ଆସିଛି)
କୁନ୍ଦୁରୁ ରଘୁବୀର
ସାଂସଦ: ୧୮ଶ ଲୋକ ସଭା
Assumed office
୪ ଜୁନ ୨୦୨୪
ପୂର୍ବ ଅଧିକାରୀଏନ୍. ଉତ୍ତମ କୁମାର ରେଡ୍ଡୀ
ନିର୍ବାଚନ ମଣ୍ଡଳୀନାଲଗୋଣ୍ଡା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1980-01-02) ୨ ଜାନୁଆରୀ ୧୯୮୦ (ବୟସ ୪୬)
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ସମ୍ପର୍କକୁନ୍ଦୁରୁ ଜୟବୀର ରେଡ୍ଡୀ (ଭାଇ)
ବାପା/ବୋଉକୁନ୍ଦୁରୁ ଜନା ରେଡ୍ଡୀ (ବାପା)

କୁନ୍ଦୁରୁ ରଘୁବୀର ଜଣେ ଭାରତୀୟ ରାଜନେତା । ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ, ସେ ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ ନାଲଗୋଣ୍ଡା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[][][][]

୯ ଜୁନ ୨୦୨୫ରେ, ସେ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟିର ଉପ-ସଭାପତି ଭାବରେ ନିଯୁକ୍ତ ହୋଇଥିଲେ ।[]

  1. "Nalgonda Election Result 2024 LIVE Updates Highlights: Kunduru Raghuveer of INC Wins". News18. 4 June 2024. Retrieved 10 Sep 2024.
  2. "Congress's Nalgonda candidate Raghuveer Reddy leading with massive 5.37 lakh votes". The Week. 4 June 2024. Retrieved 10 Sep 2024.
  3. "Election Commission of India". results.eci.gov.in. Election Commission of India. Retrieved 5 June 2024.
  4. "Grassroots workers | Rooted in the masses" (in ଇଂରାଜୀ). India Today. 13 July 2024. Archived from the original on 1 June 2025. Retrieved 1 June 2025.
  5. "AICC appoints 27 VPs and 69 general secretaries for TPCC" (in Indian English). The Hindu. 9 June 2025. Archived from the original on 10 June 2025. Retrieved 10 June 2025.