Jump to content

କୁନ୍ଦୁରି ଭଜା

ଉଇକିପିଡ଼ିଆ‌ରୁ
(Kunduri bhajaରୁ ଲେଉଟି ଆସିଛି)
କୁନ୍ଦୁରି ଭଜା
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନକୁନ୍ଦୁରି, ଆଳୁ, ଜିରା, ଲୁଣ, ସୋରିଷ, ହଳଦୀ ଗୁଣ୍ଡ

କୁନ୍ଦୁରି ଭଜା ଭାରତର ଓଡ଼ିଶାରେ ରନ୍ଧାଯାଉଥିବା ଏକ ଖାଦ୍ୟ । କୁନ୍ଦୁରିକୁ ଛୋଟ ଛୋଟ ଖଣ୍ଡ କରି କାଟି ଆଳୁ, ଗୋଟା ସୋରିଷ, ହଳଦୀ, ଲୁଣ ଆଦି ଦେଇ ଭାଜି ଏହା ତିଆରି କରାଯାଇଥାଏ ।

ଉପାଦାନ

[ସମ୍ପାଦନା]

ତିଆରି ପ୍ରଣାଳୀ

[ସମ୍ପାଦନା]

କୁନ୍ଦୁରି ଓ ଆଳୁକୁ ଛୋଟ ଛୋଟ ଖଣ୍ଡ କରି କାଟି ସେଥିରେ ହଳଦୀ ଗୋଳାଇ ପିଆଜ, ଗୋଟା ଜିରା ଓ ଗୋଟା ସୋରିଷକୁ ତେଲରେ ଭାଜି ଏହା ତିଆରି କରାଯାଇଥାଏ ।