କୋରବା
(Korba, Chhattisgarh ରୁ ଲେଉଟି ଆସିଛି)
Jump to navigation
Jump to search
କୋରବା कोरबा | |
---|---|
Power City | |
Location in Chhattisgarh, India | |
ଅବସ୍ଥିତି: 22°21′N 82°41′E / 22.35°N 82.68°ECoordinates: 22°21′N 82°41′E / 22.35°N 82.68°E | |
ଦେଶ | ![]() |
ରାଜ୍ୟ | ଛତିଶଗଡ଼ |
ଜିଲ୍ଲା | କୋରବା |
ଉଚ୍ଚତା | 316 m (1,037 ft) |
ଜନସଂଖ୍ୟା (2012) | |
• ମୋଟ | ୫୮୩ |
ଭାଷା | |
• ସରକାରୀ | ହିନ୍ଦୀ, ଛତିଶଗଡୀ଼ |
IST (UTC+5:30) | |
ପିନ କୋଡ଼ | 495677/8 |
Area code(s) | 7759 |
ଗାଡ଼ି ପଞ୍ଜିକରଣ | CG-12 |
Sex ratio | 927 ♂/♀ |
ୱେବସାଇଟ | www |
କୋରବା ଛତିଶଗଡ଼ରାଜ୍ୟରେ ଅବସ୍ଥିତ କୋରବା ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର ।
ବିଷୟସୂଚୀ
ଭୂଗୋଳ[ସମ୍ପାଦନା]
ଭୌଗଳିକ ଅବସ୍ଥିତି[ସମ୍ପାଦନା]
କୋରବା ୨୨.୩୪୫୮ ଉତ୍ତର ଅକ୍ଷାଂଶ ଓ ୮୨.୬୯୬୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, କୋରବା ସହରର ମୋଟ ଜନସଂଖ୍ୟା ୨୦୧୮୨ ଅଟେ ।[୨] ସେଥି ମଧ୍ୟରୁ ୫୨.୮୭% ଜଣ ପରୁଷ ହୋଇଥିବା ବେଳେ ୪୭.୧୩% ଜଣ ନାରୀ ଅଟନ୍ତି । କୋରବାର ସାକ୍ଷରତା ହାର ୭୩.୩୭% ଅଟେ । ଏହା ଜାତୀୟ ହାର ଠାରୁ ୮.୫୩% ପ୍ରତିଶତ କମ ଅଟେ । ସେଥିରୁ ୪୧.୬୩% ପ୍ରତିଶତ ପୁରୁଷ ଓ ୩୧.୭୪% ନାରୀ ଅଟନ୍ତି । ୧୬.୭୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା[ସମ୍ପାଦନା]
ହିନ୍ଦୀ କୋରବାର ସରକାରୀ ଭାଷା ଅଟେ ।
ଇତିହାସ[ସମ୍ପାଦନା]
ପର୍ଯ୍ୟଟନ[ସମ୍ପାଦନା]
ପର୍ଯ୍ୟଟନ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.
ବାହାର ତଥ୍ୟ[ସମ୍ପାଦନା]
*Kamal Tradings Korba (Web Archive) Industrial Safety Equipments Hub.
- Power City Korba (Web Archive) - main site currently parked by spammers
- Official Website of Korba District [୧]
- Korba : Power hub of chhattisgarh Fly Ash Bricks, Kosa Silk, Agriculture, Mfg. of aluminum.
- [୨] Coal Washery, KJSL Coal & Power Pvt Ltd, KJSL Coal Washery, supplier of Washed coal, Washery Reject, Coal Supplier .
- Korba City : Chhattisgarh's pride Updated Hindi news about Korba, Raipur, Chhattisgarh, government initiatives, yojanas, tourist destinations.
- [୩] Gurdeep Singh, Joel Samuel, Sarang Khati und Anurag Tiwari: Assessment of Air Quality in Korba Coalfield, Chhatisgarh. NSEEME-2004, 19-20, März 2004 abgerufen am 28. März 2009 (PDF; 4,9 MB)
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |